ଲଣ୍ଡନ : ଅଷ୍ଟ୍ରେଲିଆରେ ବ୍ୟାପକ ବନାଗ୍ନି ଘଟଣା ପରେ ବିଶ୍ବର ପରିବେଶ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି, ପ୍ରତିବର୍ଷ ଏଭଳି ଦୁର୍ଘଟଣା ଘଟିବ ଏବଂ ଏହାକୁ ରୋକିବା ମଣିଷ ପାଇଁ ବଡ଼ ଆହ୍ବାନ ପାଲଟିବ। ଏଭଳି ଅଗ୍ନିକାଣ୍ଡ ସବୁଜ ଗୃହ ଗ୍ୟାସ୍ ଏବଂ ବିଶ୍ବ ତାପାୟନ ବୃଦ୍ଧି କରିବ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ମନୁଷ୍ୟକୃତ ପାଣିପାଗ ପରିବର୍ତ୍ତନ ଯୋଗୁଁ ଏଭଳି ବିପର୍ଯ୍ୟୟ ଦେଖା ଦେଇଛି ବୋଲି ଲଣ୍ଡନସ୍ଥିତ ସିଆଇଆର୍ର ମୁଖ୍ୟ ରିକାର୍ଡ ବେଟ୍ସ କହିଛନ୍ତି। ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଅଷ୍ଟ୍ରେଲିଆରେ ଏବେ ଅଗ୍ନି ବର୍ଷିଛି, ଯାହା କି ପୂର୍ବରୁ କେବେ ଘଟି ନଥିଲା।
ପରିବେଶ ବିଜ୍ଞାନୀଙ୍କ ଚେତାବନୀ: ନିୟମିତ ବ୍ୟବଧାନରେ ଘଟିବ ବନାଗ୍ନି
/sambad/media/post_attachments/wp-content/uploads/2020/01/forest-fire.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)