ନୂଆଦିଲ୍ଲୀ: ପୂର୍ବ ଲଦାଖ୍ ସୀମାରେ ଚୀନ୍ ଏବେ ଉତ୍ତେଜନା ବଢ଼ାଇବା ପାଇଁ ବଡ଼ ଷଡ଼ଯନ୍ତ୍ର କରିଛି। ତେବେ ଚୀନ୍ ସେନା ସେଠାରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ଯାହା କରୁଛି, ତାହା ଭାରତର ସେନା ମଧ୍ୟ କରିପାରିବେ। ଏଥିପାଇଁ ସରକାରଙ୍କ ଅନୁମତି ଆବଶ୍ୟକ ବୋଲି ପୂର୍ବ ସେନାମୁଖ୍ୟ ଭି.ପି. ମଲିକ କହିଛନ୍ତି। ସୀମାରେ ଚୀନ୍ ଉତ୍ତେଜନା ବଢ଼ାଇ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଚାହୁଛି। ତେବେ ଚୀନ୍ ସେନାର ଶକ୍ତି ସହିତ ଆମେ ମଧ୍ୟ ସମକକ୍ଷ ଏବଂ ଚୀନ୍ର ମୁକାବିଲା ପାଇଁ ଭାରତ ସମାନ ରଣନୀତି ଅବଲମ୍ବନ କରିପାରିବ ବୋଲି ମଲିକ କହିଛନ୍ତି।
ଏଲ୍ଏସିରେ ଚୀନ୍ ଯାହା କରୁଛି, ଆମ ସେନା ବି ତାହା କରିପାରିବେ: ପୂର୍ବ ସେନାମୁଖ୍ୟ ଭିପି ମଲିକ
/sambad/media/post_attachments/wp-content/uploads/2020/06/vp-mallik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)