ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସତୀଶ ପ୍ରସାଦ ସିଂହଙ୍କର ଆଜି ପରଲୋକ ହୋଇଛି। କରୋନାରେ ସଂକ୍ରମିତ ହୋଇ ଗତ କିଛିଦିନ ହେଲା ସେ ଦିଲ୍ଲୀରେ ଚିକିତ୍ସିତ ହେଉଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ବିହାରର ସବୁଠୁ କମ୍ ସମୟ ମୁଖ୍ୟମନ୍ତ୍ରୀ ଥିବା ତାଲିକାର ଶୀର୍ଷରେ ସତୀଶଙ୍କ ନାଁ ରହିଛି। ୧୯୬୮ ମସିହାରେ ସେ ମାତ୍ର ୫ ଦିନ ପାଇଁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ।
କରୋନାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସତୀଶ ପ୍ରସାଦଙ୍କ ପରଲୋକ
/sambad/media/post_attachments/wp-content/uploads/2020/11/sdf6h7sf98h7sfh987sfh9fhsfhsfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)