ନୂଆଦିଲ୍ଲୀ:  ପୂର୍ବତନଅର୍ଥସଚିବରାଜୀବକୁମାରଙ୍କୁନୂତନନିର୍ବାଚନକମିସନରଭାବେନିଯୁକ୍ତିଦିଆଯାଇଛିଅଗଷ୍ଟ୩୧ ତାରିଖରେ ସେ ବିଦାୟୀ ନିର୍ବାଚନ କମିସନର ଅଶୋକଲାଭସାଙ୍କସ୍ଥାନନେବେବୋଲିଆଇନମନ୍ତ୍ରଣାଳୟପକ୍ଷରୁକୁହାଯାଇଛି

Advertisment

ସମ୍ବିଧାନରଧାରା୩୨୪ () ଅନୁଯାୟୀ,  ରାଷ୍ଟ୍ରପତି ରାମନାଥ କୋବିନ୍ଦଅବସରପ୍ରାପ୍ତଆଇଏଏସ୍ଅଧିକାରୀରାଜୀବକୁମାରଙ୍କୁ ନିର୍ବାଚନକମିସନରଭାବେନିଯୁକ୍ତିଦେଇଛନ୍ତି।  ନିର୍ବାଚନକମିସନରଅଶୋକଲାଭସାତାଙ୍କ ପଦବୀରୁ ଇସ୍ତଫାଦେଇଛନ୍ତି

ଆଇନମନ୍ତ୍ରଣାଳୟ ପକ୍ଷରୁ ଜାରି  ବିଜ୍ଞପ୍ତିରେଉଲ୍ଲେଖକରାଯାଇଛି, ଆସନ୍ତା ଅଗଷ୍ଟ୩୧ ତାରିଖ ଦିନଅଶୋକଲାଭସାଙ୍କସ୍ଥାନରେରାଜୀବକୁମାର ଅବସ୍ଥାପିତ ହେବେଏହାପୂର୍ବରୁଅଗଷ୍ଟ୧୮ରେ ନିର୍ବାଚନ କମିସନର ଅଶୋକଲାଭସାଇସ୍ତଫାଦେବା କଥା ଘୋଷଣା କରିଥିଲେଲାଭସାଆସନ୍ତାମାସରେଫିଲିପାଇନ୍ସସ୍ଥିତଏସୀୟବିକାଶବ୍ୟାଙ୍କ (ଏଡିବି)ରେଉପାଧ୍ୟକ୍ଷପଦରେଯୋଗଦେବେ