ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପ୍ଙ୍କ ପୂର୍ବତନ ମୁଖ୍ୟ ରଣନୀତିଜ୍ଞ ଷ୍ଟିଭ୍ ବେନନ୍ଙ୍କୁ ଟ୍ବିଟର ସ୍ଥାୟୀ ଭାବେ ନିଷିଦ୍ଧ କରିଛି। ଆମେରିକା ସରକାରଙ୍କ ମହାମାରୀ ମୁଖ୍ୟ ବିଶେଷଜ୍ଞ ଡ. ଆନ୍ଥୋନି ଫସି ଏବଂ ଏଫ୍ବିଆଇ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ରେ’ଙ୍କ ମୁଣ୍ଡକାଟ ପାଇଁ ଧମକ ଦେବାରୁ ଟ୍ବିଟର ତାଙ୍କୁ ନିଷିଦ୍ଧ କରିଛି। ବେନନ୍ଏକ ୟୁଟ୍ୟୁବ୍ ଭିଡିଓରେ ତାଙ୍କର ବିବାଦୀୟ ମନ୍ତବ୍ୟ ରଖିଥିଲେ।
ଫସି ଏବଂ ଏଫ୍ବିଆଇ ମୁଖ୍ୟଙ୍କ ମୁଣ୍ଡକାଟ ଧମକ, ଟ୍ରମ୍ପ୍ଙ୍କ ପୂର୍ବତନ ରଣନୀତିଜ୍ଞଙ୍କୁ ନିଷିଦ୍ଧ କଲା ଟ୍ବିଟର
/sambad/media/post_attachments/wp-content/uploads/2020/11/Twitter-bans.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)