କାଞ୍ଚିପୁରମ ମନ୍ଦିରରେ ଦଳାଚକଟା, ୪ ମୃତ

ଚେନ୍ନାଇ : ତାମିଲନାଡୁର ମନ୍ଦିର ନଗରୀ କାଞ୍ଚିପୁରମରେ ଆଜି ଏକ ଦଳାଚକଟା ଘଟି ୪ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଖବର ମିଳିଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାଯାଇଛି । ସହରର ବରଦରାଜ ପେରୁମଲ ମନ୍ଦିରରେ ଅତି ବରାଦର ବିଗ୍ରହଙ୍କୁ ଦର୍ଶନ କରିବାକୁ ପ୍ରବଳ ଭୀଡ ଜମା ହୋଇଥିଲା । ପ୍ରବଳ ଖରା ଓ ଗରମରେ ଲୋକମାନେ ଛିଡା ହୋଇଥିବାବେଳେ ଦଳାଚକଟାରେ ଏହି ଦୁର୍ଘଟଣା ଘଟିଥିଲା ।

ସମ୍ବନ୍ଧିତ ଖବର