ନିର୍ବାଚନ ପାଇଁ କଂଗ୍ରେସକୁ ପାଣ୍ଠି ଚିନ୍ତା

ନୂଆଦିଲ୍ଲୀ : ବିହାର ବିଧାନସଭା ଏବଂ ଓଡ଼ିଶାର ତିର୍ତ୍ତୋଲ, ବାଲେଶ୍ବର ସଦର ସମେତ ଦେଶର ବିଭିନ୍ନ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପାଇଁ କଂଗ୍ରେସ ପାଣ୍ଠି ଚିନ୍ତାରେ ରହିଛି।

ମିଳିଥିବା ସୂଚନା ଅନୁସାରେ, ଉପନିର୍ବାଚନ ପାଇଁ କଂଗ୍ରେସ କିଛି ରାଜ୍ୟରେ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛି। ମାତ୍ର, ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ପାଇଁ କିଛି ଅର୍ଥ ଆବଣ୍ଟନ କରିନାହିଁ। କଂଗ୍ରେସର ଆର୍ଥିକ ଅବସ୍ଥା ଭଲ ନଥିବାବେଳେ ଦଳୀୟ ପାଣ୍ଠିଙ୍କ ପାଇଁ ପାଣ୍ଠି ଯୋଗାଡ଼ କାଠିକର ପାଠି ହୋଇଥିବା କିଛି ବରିଷ୍ଠ ନେତା ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର