ନାବାଳିକାଙ୍କୁ ଗଣଦୁଷ୍କର୍ମ

ମନାଲି: ହିମାଚଳ ପ୍ରଦେଶ ମନାଲି ସହରରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ୫ ଜଣ ଯୁବକ ଲଗାତାର ୩ ଦିନ ଧରି ଗଣଦୁଷ୍କର୍ମ କରିବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ସୁତ୍ରରୁ ଜଣାଯାଇଛି ଯେ ଦୁଇ ଜଣ ନାବାଳିକା ଗତ ଜୁନ୍‌ ୧୭ ତାରିଖରେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଜୁନ୍‌ ୧୭ରୁ ୨୦ ତାରିଖ ମଧ୍ୟରେ ପଞ୍ଜାବର ୩ ଜଣ ଏବଂ ୨ ଜଣ ସ୍ଥାନୀୟ ଯୁବକ ଗଣଦୁଷ୍କର୍ମ କରିଥିଲେ।

ସମ୍ବନ୍ଧିତ ଖବର