ଲଙ୍କେଶ ହତ୍ୟା ମାମଲାରେ ଟିପ୍ପଣୀ ଦେଇ ଅଡୁଆରେ ୟେଚୁରୀ, ରାହୁଲ୍

ମୁମ୍ବାଇ : ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଏବଂ ବିଜେପି ସଂପୃକ୍ତ ବୋଲି ଟିପ୍ପଣୀ ରଖିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ମାମଲାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜଣେ ସଦସ୍ୟ ଆବେଦନ କରିଥିବା ମାନହାନି ମୋକଦ୍ଦମାର ଶୁଣାଣି କରି ମୁମ୍ବାଇର ଏକ ମେଟ୍ରୋପଲିଟାନ୍ ଅଦାଲତ ଗତ ୧୮ ତାରିଖରେ ୟେଚୁରୀ ଓ ରାହୁଲଙ୍କୁ ସମନ୍ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର