ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ଗୌତମ ଗମ୍ଭୀରଙ୍କୁ ଆଜି ନିର୍ବାଚନ କମିସନ କାରଣ ଦର୍ଶାଅ ନୋଟିସ୍ ଜାରି କକରିଛନ୍ତି। ଗୌତମ ବିଜ୍ଞାପନରେ ଏକ କ୍ରିକେଟ୍ ଆପ୍କୁ ପ୍ରମୋଟ୍ କରିଥିବା ଅଭିଯୋଗ ହୋଇଛି। ଗତ ୨୬ ତାରିଖରେ ଏକ ଦୈନିକ ଖବରକାଗଜରେ ପ୍ରକାଶ ପାଇଥିବା ଏକ ବିଜ୍ଞାପନରେ ଗୌତମ କ୍ରିକେଟ୍ ଗେମ୍ ଆପ୍ ‘କ୍ରିକ୍ ପ୍ଲେ’କୁ ପ୍ରମୋଟ୍ କରିଥିବା ଅଭିଯୋଗ ହୋଇଥିଲା।
ଗୌତମ ଗମ୍ଭୀରଙ୍କୁ କାରଣ ଦର୍ଶାଅ ନୋଟିସ୍
/sambad/media/post_attachments/wp-content/uploads/2019/05/Gautam-Gambhir-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)