ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ମୋଦୀ ପ୍ରଥମେ ଦକ୍ଷିଣ ଆଫ୍ରିକାର ଘାନାରେ ଯାଇ ପହଞ୍ଚିଥିଲେ। ଘାନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଅନେକ ସାଂସଦ ଭାରତୀୟ ପୋଷାକ ଧୋତି-କୁର୍ତ୍ତା ଏବଂ ଶାଢ଼ି ପିନ୍ଧି ସଂସଦରେ ପହଞ୍ଚିଥିଲେ। ଏହି ହୃଦୟସ୍ପର୍ଶୀ ଘଟଣାର ସୁନ୍ଦର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି।
Some Members of Parliament donned traditional Indian attire in a show of solidarity as India’s Prime Minister, Shri Narendra Modi, visited Ghana’s Parliament to observe proceedings.#CitiNewsroompic.twitter.com/O4QisnBHYa
— CITI FM 97.3 (@Citi973) July 3, 2025
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/04/95f984eb-36fa-4a8a-ab1f-5a6dbe76cd19-2025-07-04-15-12-19.jpg)