ନୂଆଦିଲ୍ଲୀ: ବିହାରର ବେଗୁସରାଇ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଗିରିରାଜ ସିଂହ ମୁସ୍ଲିମ ସଂପ୍ରଦାୟ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଥିଲା। ଗିରିରାଜ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ପ୍ରମାଣ ହେବାପରେ ମାମଲା ରୁଜୁ ପାଇଁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଥିଲେ। ଆଜି ଗିରିରାଜ ବେଗୁସରାଇର ଏକ ଅଦାଲତରେ ଆତ୍ମସମର୍ପଣ କରିବା ପରେ ତାଙ୍କ ଜାମିନ ମଂଜୁର ହୋଇଛି।
ଆତ୍ମସମର୍ପଣ ପରେ ଗିରିରାଜଙ୍କୁ ଜାମିନ
/sambad/media/post_attachments/wp-content/uploads/2019/05/giriraj-singh-begusarai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)