ଭୋପାଳ : ମଧ୍ୟପ୍ରଦେଶରେ କଂଗ୍ରେସର ନୂଆ ସରକାରର ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ସରକାରୀ ଅଫିସର ଓ କର୍ମଚାରୀଙ୍କ ମଧ୍ୟରେ ଭିନ୍ନ ପ୍ରକାରର ପ୍ରତିଯୋଗିତା ଦେଖାଦେଇଛି । ଏହାର ଏକ ଅଆଚମ୍ବିତ କରିବା ଭଳି ଉଦାହରଣ .ଦେଖିବାକୁ ମିଳିଛି କରଂଜିଆ ବିକାଶଖଣ୍ଡ ଶିକ୍ଷା ବିଭାଗ ମୁଖ୍ୟାଳୟରେ। କ୍ୟାବିନେଟ୍ ମନ୍ତ୍ରୀ ଓମକାର ମରକାମଙ୍କ ଗସ୍ତ କାଳରେ ତାଙ୍କୁ ଖୁସୀ କରିବା ପାଇଁ ଲାଗି ପଡ଼ିଥିଲେ ସରକାରୀ କର୍ମଚାରୀ।
କିସ ପୁଣି ଦେଖା ନ ଯାଏ ! ଠାକୁରଙ୍କ ଭଳି ମନ୍ତ୍ରୀଙ୍କ ଆଳତି କଲେ ସରକାରୀ ଅଧିକାରୀ ଓ କର୍ମଚାରୀ
/sambad/media/post_attachments/wp-content/uploads/2018/12/mp.jpg)