ଭୋପାଳ : ମଧ୍ୟପ୍ରଦେଶରେ କଂଗ୍ରେସର ନୂଆ ସରକାରର ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ସରକାରୀ ଅଫିସର ଓ କର୍ମଚାରୀଙ୍କ ମଧ୍ୟରେ ଭିନ୍ନ ପ୍ରକାରର ପ୍ରତିଯୋଗିତା ଦେଖାଦେଇଛି । ଏହାର ଏକ ଅଆଚମ୍ବିତ କରିବା ଭଳି ଉଦାହରଣ .ଦେଖିବାକୁ ମିଳିଛି କରଂଜିଆ ବିକାଶଖଣ୍ଡ ଶିକ୍ଷା ବିଭାଗ ମୁଖ୍ୟାଳୟରେ। କ୍ୟାବିନେଟ୍ ମନ୍ତ୍ରୀ ଓମକାର ମରକାମଙ୍କ ଗସ୍ତ କାଳରେ ତାଙ୍କୁ ଖୁସୀ କରିବା ପାଇଁ ଲାଗି ପଡ଼ିଥିଲେ ସରକାରୀ କର୍ମଚାରୀ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp