ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ତାନାଙ୍କ କାର୍ଯ୍ୟକାଳକୁ ହ୍ରାସ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ତାନାଙ୍କ କାର୍ଯ୍ୟକାଳକୁ ହ୍ରାସ କରିଛନ୍ତି । ତାଙ୍କ ଛଡା ଆଉ ୩ଜଣ ସିବିଆଇ ଅଧିକାରୀ ଯୁଗ୍ମ ନିର୍ଦ୍ଦେଶକ ଅରୁନ କୁମାର ଶର୍ମା, ଡିଆଇଜି ମନିଷ କୁମାର ସିହ୍ନା ଓ ଏସପି ଜୟନ୍ତ ନାଇକନାବରେଙ୍କ କାର୍ଯ୍ୟକାଳକୁ ମଧ୍ୟ କାଣ୍ଟଛାଣ୍ଟ କରାଯାଇଛି । ଏହା ପୂର୍ବରୁ କେନ୍ଦ୍ର ସରକାର ସିବିଆଇ ନିର୍ଦ୍ଦେଶକ ଅଲୋକ ବର୍ମାଙ୍କୁ ଅଗ୍ନୀ ସୁରକ୍ଷା ବିଭାଗକୁ ବଦଳି କରିଥିଲେ ।

ସମ୍ବନ୍ଧିତ ଖବର