ଦୁର୍ନୀତି ଅଭିଯୋଗରେ ୧୨ ବରିଷ୍ଠ ଆୟକର ଅଧିକାରୀଙ୍କ ଚାକିରିରୁ ବହିଷ୍କାର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦୁର୍ନୀତି ବିରୋଧରେ ଏକ ବଡ଼ ପଦକ୍ଷେପ ନେଇ ୧୨ ଜଣ ବରିଷ୍ଠ ଆୟକର ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରେ କେତେକ ଭାରତୀୟ ରାଜସ୍ୱ ସେବା ଅଧିକାରୀ ମଧ୍ୟ ଅଛନ୍ତି । ବରଖାସ୍ତ ହୋଇଥିବା ଅଧିକାରୀମାନଙ୍କ ତାଲିକାର ସବୁଠାରୁ ଉପରେ ରହିଛନ୍ତି ଜଣେ ଯୁଗ୍ମ କମିଶନର ପାହ୍ୟାର ଅଧିକାରୀ । ଏହି ତାଲିକାରେ ନୋଇଡାରେ ଅବସ୍ଥାପିତ ଜଣେ ବରିଷ୍ଠ ଆଇଆରଏସ ଅଫିସର ଅଛନ୍ତି ଯିଏକି ଦୁଇଜଣ ମହିଳା ଆଇଆରଏସ ଅଧିକାରୀଙ୍କୁ ଯୌନ ନିର୍ଯ୍ୟାତନା ଦେବାର ଅଭିଯୋଗ ଆସିଥିଲା ।

ସମ୍ବନ୍ଧିତ ଖବର