ନୂଆଦିଲ୍ଲୀ : ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମ (ଏନସିଏପି)ରୁ ଚଳିତବର୍ଷ ଦିଲ୍ଲୀକୁ କେନ୍ଦ୍ର ସରକାର ବାୟୁ ପ୍ରଦୂଷଣ ରୋକିବା ପାଇଁ ୧୮.୭୪ କୋଟି ଟଙ୍କା ପ୍ରଦାନ କରିବେ। ୨୦୨୪ ମସିହା ସୁଦ୍ଧା ପିଏମ୍୨.୫ ଏବଂ ପିଏମ୍୧୦ ମାତ୍ରାରେ ୨୦ରୁ ୩୦ ପ୍ରତିଶତ ହ୍ରାସ ପାଇଁ ଜାତୀୟସ୍ତରରେ ଏକ ରଣନୀତି ପ୍ରସ୍ତୁତ ହୋଇଛି। ଏଥିପାଇଁ ୨୦୧୭କୁ ମୂଳବର୍ଷ ଭାବେ ନିଆଯାଇଛି। ୨୦୧୯ରେ ଏନ୍ସିଏପି ଆରମ୍ଭ କରାଯାଇଛି। ଏନ୍ସିଏପି ଆରମ୍ଭ ହେବା ପରେ ଦିଲ୍ଲୀକୁ ପ୍ରଥମେ ଉକ୍ତ ପାଣ୍ଠିରୁ ଅର୍ଥ ପ୍ରଦାନ କରାଯିବ।
ପ୍ରଦୂଷଣ ରୋକିବାକୁ ଦିଲ୍ଲୀକୁ ଗ୍ରିନ ଫଣ୍ଡ୍
/sambad/media/post_attachments/wp-content/uploads/2021/10/delhipollution.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)