ଅହମ୍ମଦାବାଦ : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ପରି ଏବେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏକ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ପଡ଼ି ଯାଇଛନ୍ତି। ଗତ କିଛିଦିନ ତଳେ ବିପ୍ଳବ ଦେବ୍ ମହାଭାରତ ଯୁଗରେ ଇଣ୍ଟରନେଟ୍ ଥିଲା ବୋଲି କହିଥିବା ବେଳେ ଆଜି ବିଜୟ ରୂପାନି ପୁରାଣ ବର୍ଣ୍ଣିତ ନାରଦଙ୍କୁ ଗୁଗ୍ଲ ସହ ତୁଳନା କରିଛନ୍ତି। ସେ କହିଛନ୍ତି ନାରଦ ମୁନିଙ୍କ ନିକଟରେ ଗୁଗଲ୍ ପରେ ସାରା ବିଶ୍ୱର ଖବର ରହୁଥିଲା। ବିଶ୍ୱ ସମ୍ବାଦ କେନ୍ଦ୍ର ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁପାନି ଦେଇଥିବା ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ:ଗୁଗ୍ଲ ପରି ଥିଲେ ନାରଦ
/sambad/media/post_attachments/wp-content/uploads/2018/05/vijay-rupani-gujarat-cm-bjp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)