ନୂଆଦିଲ୍ଲୀ: ପାର୍ବଣରେ ଆବଶ୍ୟକ ସତର୍କତା ଅବଲମ୍ବନ ନକଲେ ମହାମାରୀ କରୋନା ଭୟାନକ ରୂପ ନେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆଜି ଚେତାଇ ଦେଇଛନ୍ତି। ପୂଜା ପାର୍ବଣରେ ଜନସାଧାରଣ ସାମାଜିକ ଦୂରତା ରକ୍ଷା କରି ଚଳିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ଆଗକୁ ନବରାତ୍ର, ଦଶହରା, ଧନ୍ତେରସ, ଦୀପାବଳି, କାଳୀ ପୂଜା ଏବଂ ଲକ୍ଷ୍ମୀ ପୂଜା ଆଦି ରହିଥିବାରୁ କରୋନା ସଂକ୍ରାନ୍ତ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି।
ସତର୍କ କରାଇଲେ ହର୍ଷବର୍ଦ୍ଧନ, ପାର୍ବଣରେ ସତର୍କ ନ ରହିଲେ କରୋନା ଭୟାନକ ରୂପ ନେବ
/sambad/media/post_attachments/wp-content/uploads/2020/10/harshvardhan-agencies1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)