ଦିଲ୍ଲୀରେ ପୁଣି ଝଡ଼ବର୍ଷା

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜି ପୁଣି ପ୍ରବଳ ଝଡ଼ବର୍ଷା ହୋଇଛି। ଫେବ୍ରୁଆରୀ ମାସରେ କେବେ ଏତେ ବର୍ଷା ହୋଇନଥିବା କୁହାଯାଉଛି। ଏବର୍ଷ ଫେବ୍ରୁଆରି ମାସରେ ସ୍ବଭାବିକଠାରୁ ୨୧୫% ଅଧିକ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବର୍ଷା ଯୋଗୁଁ ଦିଲ୍ଲୀକୁ ଆସୁଥିବା ଅନେକ ବିମାନର ଗତିପଥ ବଦଳାଇ ଦିଆଯାଇଛି।

ସମ୍ବନ୍ଧିତ ଖବର