ନୂଆଦିଲ୍ଲୀ : ଦିଲ୍ଲୀ-ଏନ୍ସିଆର୍ରେ ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ବୁଧବାର ଦିନ ୭ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି ଏବଂ ୪୦ଟି ବିମାନ ବିଳମ୍ବରେ ଚାଲୁଛି। ଖରାପ ପାଗ ଯୋଗୁଁ ଆଜି ବିମାନବନ୍ଦରରୁ ୨୫ଟି ବିମାନ ବିଳମ୍ବରେ ଛାଡ଼ିଛି ଏବଂ ୧୫ଟି ବିମାନ ବିଳମ୍ବରେ ପହଞ୍ଚିଛି। ଭିସ୍ତାରା ଆଜି ଏକ ଟ୍ବିଟ୍ କରି କହିଛି ଯେ ୨ଟି ମୁମ୍ବାଇ-ଦିଲ୍ଲୀ ବିମାନକୁ ଅନ୍ୟ ସହରକୁ ଦିଗ ପରିବର୍ତ୍ତନ କରାଯାଇଛି।
ଦିଲ୍ଲୀରେ ପ୍ରବଳ ବର୍ଷା: ୭ ବିମାନର ଦିଗ ପରିବର୍ତ୍ତନ
/sambad/media/post_attachments/wp-content/uploads/2022/07/delhi-air.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)