ଥିରୁଅନନ୍ତପୁରମ୍ : କେରଳରେ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ୮ଟି ଜିଲ୍ଲାରେ ପାଣିପାଗ ବିଭାଗ (ଆଇଏମ୍ଡି) ରେଡ ଆଲର୍ଟ ଘୋଷଣା କରିଛି। ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ଜାରି ରହିଛି। ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି। ଭୂସ୍ଖଳନ ଓ ବନ୍ୟା ଆଶଙ୍କା କରି ଅନେକ ପରିବାରକୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।
ପ୍ରବଳ ବର୍ଷା: କେରଳର ୮ଟି ଜିଲ୍ଲାରେ ରେଡ୍ ଆଲର୍ଟ
/sambad/media/post_attachments/wp-content/uploads/2022/08/rain-d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)