ମୁମ୍ବାଇ: ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ଠାରୁ ନିୟମିତ ଭାବରେ ବର୍ଷା ହେଉଥିବାରୁ ବୁଧବାର ୧୦୮ଟି ବିମାନର ଉଡ଼ାଣ ବାତିଲ କରି ଦିଆଯାଇଥିବା ଜଣାପଡ଼ିଛି। ବର୍ଷା ଯୋଗୁଁ ମୁମ୍ବାଇରେ ଲୋକାଲ ଟ୍ରେନ୍ ଚଳାଚଳରେ ବାଧା ପହଞ୍ଚିଛି। ଖୁସିର କଥା ଯେ, ବର୍ଷା ଯୋଗୁଁ କାହାରି ଧନ ଜୀବନ ନଷ୍ଟ ହୋଇ ନ ଥିବା ଜଣାପଡ଼ିଛି। ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ମୁମ୍ବାଇରେ ବୁଧବାର ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖାଯାଇଥିଲା।
ମୁମ୍ବାଇରେ ଲଗାଣ ବର୍ଷା: ୧୦୮ ବିମାନ ଉଡ଼ାନ ବାତିଲ
/sambad/media/post_attachments/wp-content/uploads/2017/09/airport.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)