ତେଲ୍ ଅଭିଭ୍: ହେଜବୁଲ୍ଲାମୁଖ୍ୟନସରଲ୍ଲାହଙ୍କୁହତ୍ୟାକରାଯାଇଛି।ଏନେଇଇସ୍ରାଏଲସେନାପକ୍ଷରୁସୂଚନାଦିଆଯାଇଛି।ଆଇଡିଏଫଏକ୍ସରେଏକପୋଷ୍ଟରେଲେଖିଛିଯେ 'ହାସନନସରଲ୍ଲାଆଉବିଶ୍ୱକୁଆତଙ୍କିତକରିପାରିବନାହିଁ।ଇସ୍ରାଏଲଶୁକ୍ରବାରବେରୁତରେଏୟାରଷ୍ଟ୍ରାଇକ୍କରିଥିଲା, ଯାହାପରେନସରଲ୍ଲାଙ୍କପାଖରେପହଞ୍ଚିପାରିନଥିଲା।ଆକ୍ରମଣରେତାଙ୍କରମୃତ୍ୟୁହୋଇଥିବାସୂଚନାମିଳିଛି।ଏବେଇସ୍ରାଏଲସେନାଏହାକୁନିଶ୍ଚିତକରିଛି।

Advertisment

ତେବେନେଇହେଜବୁଲ୍ଲାପକ୍ଷରୁକୌଣସିବିବୃତିଜାରିକରାଯାଇନାହିଁ।କିଛିରିପୋର୍ଟରେନସରଲ୍ଲାଙ୍କଘନିଷ୍ଠସହଯୋଗୀମାନେକହିଛନ୍ତିଯେସେସୁରକ୍ଷିତଅଛନ୍ତି।ତେବେହେଜବୁଲ୍ଲାଙ୍କଆନୁଷ୍ଠାନିକବୟାନକୁଏପର୍ଯ୍ୟନ୍ତଅପେକ୍ଷାକରାଯାଇଛି। ସେପଟେ ଇରାନ ଗଣମାଧ୍ୟମ ବି ନସରଲ୍ଲା ମୃତ୍ୟୁକୁ ଅସ୍ବୀକାର କରିଛି ।

ଇସ୍ରାଏଲସେନାଶୁକ୍ରବାରଦିନହିଜବୁଲ୍ଲାରବେରୁତସ୍ଥିତକେନ୍ଦ୍ରୀୟମୁଖ୍ୟାଳୟଉପରେଆକ୍ରମଣକରିଏହାରନେତାହାସନନସରଲ୍ଲାକୁଟାର୍ଗେଟକରିଥିଲା।ଯେଉଁଠିଗୋଟିଏପରେଗୋଟିଏଭୟଙ୍କରବିସ୍ଫୋରଣଯୋଗୁଁଅନେକଉଚ୍ଚକୋଠାଭୁଶୁଡ଼ିପଡ଼ିଥିଲା।ଏହିଆକ୍ରମଣରେଅତିକମରେଜଣଙ୍କମୃତ୍ୟୁଘଟିଥିବାବେଳେ୯୧ଜଣଆହତହୋଇଥିବାଲେବନାନସ୍ୱାସ୍ଥ୍ୟମନ୍ତ୍ରାଳୟକହିଛିନାମଗୋପନରଖିବାସର୍ତ୍ତରେଜଣେଆମେରିକୀୟଅଧିକାରୀଙ୍କସମେତଦୁଇଜଣଅଧିକାରୀକହିଛନ୍ତିଯେହାସନନସରଲ୍ଲାଙ୍କୁଟାର୍ଗେଟକରିଏହିଆକ୍ରମଣକରାଯାଇଥିଲା।