ଗୃହମନ୍ତ୍ରାଳୟର ସ୍ପଷ୍ଟିକରଣ: ସେଲୁନ୍ ଖୋଲି ପାରିବ ନାହିଁ

ନୂଆଦିଲ୍ଲୀ: କେବଳ ବିଭିନ୍ନ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନ ଖୋଲିବା ପ୍ରତି ଗୃହ ବ୍ୟାପାର ମନ୍ତ୍ରାଳୟ ଆଦେଶ ପ୍ରଯୁଜ୍ୟ ବୋଲି ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି। ସେ କହିଛନ୍ତି ଯେ ମଦ ଦୋକାନ, ସେଲୁନ୍ ଓ ବାରିକ ଦୋକାନ ଖୋଲିବାକୁ ଆଦେଶ ଦିଆଯାଇ ନାହିଁ।

ସମ୍ବନ୍ଧିତ ଖବର