ଚଣ୍ଡିଗଡ଼: ଦୁଷ୍କର୍ମକାରୀ ବାବା ଗୁରମିତ୍ ରାମ୍ ରହିମ୍ଙ୍କ ପାଳିତକନ୍ୟା ହନୀପ୍ରୀତ ଇନ୍ସାନଙ୍କ ସଂପର୍କରେ କିଛି ଗୁପ୍ତ କଥା ତାଙ୍କ ପୂର୍ବତନ ସ୍ୱାମୀ ବିଶ୍ୱାସ ଗୁପ୍ତା ପ୍ରଘଟ କରିଛନ୍ତି। ଶ୍ରୀ ଗୁପ୍ତା ଏକ ପ୍ରେସ୍ ମିଟ୍ ଡାକି ପତ୍ନୀ ହନୀଙ୍କ ସଂପର୍କରେ ଗଣମାଧ୍ୟମ ସମ୍ମୁଖରେ ଖୁଲାସା କରିଛନ୍ତି। ସେ କହିଛନ୍ତି ତାଙ୍କୁ ବାବା ରାମ୍ ରହିମ୍ ତାଙ୍କୁ ଜ୍ୱାଇଁ ଭାବେ ଗ୍ରହଣ କରିଥିଲେ। ଡେରା ଅଶ୍ରମ ପରିସରରେ ବିଗ୍ ବସ୍ ପରି ଏକ ଖେଳ ଚାଲିଥିଲା, ଯେଉଁଥିରେ ହନୀ ଜାଣି ଜାଣି ହାରୁଥିଲେ। ଖେଳରେ ହାରିବା ପରେ ବିଶ୍ୱାସଙ୍କୁ ବାହାରେ ବସାଇ ସେ ଗୁମ୍ଫା ଭିତରକୁ ଯାଉଥିଲେ। ଲୋକ ଜାଣିବାକୁ ହନୀପ୍ରୀତ ତାଙ୍କ ପାଳିତକନ୍ୟା। ମାତ୍ର ବାସ୍ତବରେ ହନୀଙ୍କୁ ନିଜ ରଖିତା ପରି ରଖୁଥିଲେ ବାବା। ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଯେଉଁ ଆଇନ୍ ସବୁ ରହିଛି ତାହାକୁ ବାବା ମାନି ନାହିନ୍ତି। ସେ ଦୁହିଁଙ୍କ ମଧ୍ୟରେ ବୟସ ବ୍ୟବଧାନ ୧୩।
ରାମ ରହିମ୍ ଓ ହନୀପ୍ରୀତଙ୍କ ସଂପର୍କରେ ପ୍ରେସ୍ ମିଟ୍ ଡାକି ଖୁଲାସା କଲେ ପୂର୍ବତନ ସ୍ୱାମୀ ବିଶ୍ୱାସ ଗୁପ୍ତା
/sambad/media/post_attachments/wp-content/uploads/2017/09/honeypreet_1504874128_1501.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)