ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ବିଜେପି ତାଙ୍କ ସରକାରକୁ ଭାଙ୍ଗିବା ପାଇଁ ଘୋଡ଼ା ବେପାର ପ୍ରୟାସ କରୁଛି ବୋଲି କମଳନାଥ ଅଭିଯୋଗ କରିଛନ୍ତି। ପ୍ରାୟ ୧୦ ଜଣ କଂଗ୍ରେସ ବିଧାୟକଙ୍କୁ ଟଙ୍କା ଏବଂ ପଦବୀର ଲୋଭ ଦେଖାଯାଉଛି ବୋଲି କମଳନାଥ କହିଛନ୍ତି। ୧୦ ଜଣ ବିଧାୟକଙ୍କୁ ଏନେଇ ଫୋନ୍ କଲ୍ ଆସିଥିଲା ଏବଂ ସେମାନେ ଏ ସଂପର୍କରେ ତାଙ୍କୁ ଜଣାଇଥିବା କମଳନାଥ କହିଛନ୍ତି।
ଘୋଡ଼ା ବେପାର ପ୍ରୟାସ କରୁଛି ବିଜେପି: କମଳନାଥ
/sambad/media/post_attachments/wp-content/uploads/2019/05/bjp-party.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)