ନୂଆଦିଲ୍ଲୀ: ବୁଧବାର ଦିନ ହାକିମପେଟ ଏୟାର୍ ଫୋର୍ସ ଷ୍ଟେସନ୍ରୁ ଉଡ଼ାଣ ଆରମ୍ଭ କରିଥିବା ଭାରତୀୟ ବାୟୁସେନାର ପ୍ରଶିକ୍ଷଣ ନିମନ୍ତେ ଉଦ୍ଦିଷ୍ଟ ଏକ ବିମାନ ତେଲେଙ୍ଗାନାର ୟାଦାରି ଭୁବନଗିରି ଜିଲ୍ଲା ଅନ୍ତର୍ଗତ ବାହୁପେତା ଗ୍ରାମରେ ଦୁର୍ଘଟନାଗ୍ରସ୍ତ ହୋଇଛି।
ଏଥିରେ ଆହତ ହୋଇଥିବା ପାଇଲଟଙ୍କୁ ଚିକିତ୍ସା କରାଇବା ନିମନ୍ତେ ଡାକ୍ତରଖାନକୁ ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/iaf-crash-ani.jpg)