ଦୁର୍ଘଟଣା: ଗୁଳି ଫୁଟି ବାୟୁସେନା ଉପମୁଖ୍ୟ ଆହତ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଉପ ମୁଖ୍ୟ ଏୟାର ମାର୍ଶଲ ଏସ୍‌ବ ଦେବ ଆଜି ଦୁର୍ଘଟଣାବଶତଃ ଗୁଳି ଫୁଟାଇ ଦେବାରୁ ତାହା ତାଙ୍କ ନିଜ ଗୋଡ଼ରେ ବାଜିଥିଲା। ଦେବଙ୍କୁ ଦିଲ୍ଲୀରୀ ଆର୍‌ ଆର୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ହସ୍ପିଟାଲ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର