ବେଙ୍ଗାଲୁରୁ : କର୍ଣ୍ଣାଟକରେ ବୀର ସବରକରଙ୍କ ପୋଷ୍ଟର ଲଗାଇବାପାଇଁ ଦକ୍ଷିଣପନ୍ଥୀ ଅନୁଷ୍ଠାନ ଗୁଡ଼ିକ ନିଷ୍ପତ୍ତି ନେଇଥିବା ବେଳେ ହିନ୍ଦୁ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ ଆଜି ଏନେଇ ଏକ ଚେତାବନୀ ଦେଇଛନ୍ତି। ହିନ୍ଦୁ ସେନା ମୁଖ୍ୟ କହିଛନ୍ତି, ସବରକରଙ୍କ ପୋଷ୍ଟର୍ରେ ଯିଏ ହାତ ଲଗାଇବ ତା ହାତ କାଟି ଫୋପାଡ଼ିଦେବୁ।
ସବରକର ମୁସଲିମ ବିରୋଧୀ ନୁହନ୍ତି। ସେ ବ୍ରିଟିସରଙ୍କ ବିରୋଧୀ ଥିଲେ। ଯଦି କୌଣସି ମୁସଲିମ କିମ୍ବା କଂଗ୍ରେସ କର୍ମୀ ସବରକରଙ୍କ ପୋଷ୍ଟର କିମ୍ବା ବ୍ୟାନର ଛୁଇଁବେ ଆମେ ତାଙ୍କ ହାତ କାଟିଦେବୁ। ବୀର ସବରକର ଜଣେ ସ୍ବାଧୀନତା ସଂଗ୍ରାମୀ ବୋଲି ହିନ୍ଦୁ ସେନା ମୁଖ୍ୟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/42-13.jpg)