ଗୁଆଟେମାଲାର ରାଷ୍ଟ୍ରଦୂତ ନିଯୁକ୍ତ ହେଲେ ଓଡ଼ିଆ ଆଇଏଫଏସ ଅଧିକାରୀ ମନୋଜ ମହାପାତ୍ର

ନୂଆଦିଲ୍ଲୀ : ୨୦୦୦ ବ୍ୟାଚର ଭାରତୀୟ ବିଦେଶ ସେବା ଅଧିକାରୀ ମନୋଜ କୁମାର ମହାପାତ୍ର କେନ୍ଦ୍ରୀୟ ଆମେରିକୀୟ ଦେଶ ଗୁଆଟେମାଲା ପାଇଁ ଭାରତୀୟ ରାଷ୍ଟ୍ରଦୂତ ନିଯୁକ୍ତ ହୋଇଛନ୍ତି । ସେ ଖୁବଶୀଘ୍ର କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସେ ପୂର୍ବରୁ ବାଣିଜ୍ୟ ମନ୍ତ୍ରାଳୟ, ଓ୍ବାସିଂଟନରେ ଥିବା ଭାରତୀୟ ଦୂତାବାସ ଓ ନ୍ୟୁୟର୍କରେ ଥିବା ଭାରତୀୟ କନସୁଲେଟରେ ଡେପୁଟି କନସୁଲ ଜେନେରାଲ ଭାବେ ଅବସ୍ଥାପିତ ଥିଲେ ।

ସମ୍ବନ୍ଧିତ ଖବର