ବେଆଇନ ନିର୍ମାଣ:ନାଇଡୁଙ୍କ ବାସଭବନ ଭଙ୍ଗାଯିବ

0

ବିଜୟୱାଡ଼ା : ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ତାଙ୍କ ବାସଭବନରୁ ହଟାଯିବ। ବେଆଇନ ଭାବେ ଏକ ନଦୀଶଯ୍ୟା ଉପରେ ନାଇଡ଼ୁ ଘର ନିର୍ମାଣ କରିଥିବାରୁ ଏହି ଘରକୁ ଭାଙ୍ଗି ଦିଆଯିବ ବୋଲି ମଙ୍ଗଳଗିରି ବିଧାୟକ ଆଲ୍ଲା ରାମକୃଷ୍ଣ ରେଡ୍ଡି କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.