ଭାରତ-ଆମେରିକା ପ୍ରତିରକ୍ଷା କାରବାର ବଢ଼ିବ

ଓ୍ଵାସିଂଟନ: ଭାରତ-ଆମେରିକା ମଧ୍ୟରେ ପ୍ରତିରକ୍ଷା କାରବାର ବୃଦ୍ଧି କରିବାକୁ ଆମେରିକା ସିନେଟ୍‌ରେ ଏକ ବିଲ୍‌ ଗୃହୀତ ହୋଇଛି। ଭାରତକୁ ସର୍ବାଧୁନିକ ଅସ୍ତ୍ରଶସ୍ତ୍ର ବିକ୍ରି କରିବା କ୍ଷେତ୍ରରେ ପୂର୍ବରୁ ଥିବା କଟକଣା ହଟାଯିବା ସହ ପ୍ରତିରକ୍ଷା କାରବାର ତ୍ୱରାନ୍ଵିତ କରିବା ପାଇଁ ଏହି ବିଲ୍‌୍‌ରେ ବ୍ୟବସ୍ଥା ରହିଛି। ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଘନିଷ୍ଠ ସହଯୋଗୀ ଭାବେ ଆମେରିକା ଗ୍ରହଣ କରିଛି।

ସମ୍ବନ୍ଧିତ ଖବର