ଭାରତର ୨୨ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ

କରାଚି: ଭାରତର ୨୨ ଜଣ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ଗିରଫ କରିଛି। ପାକିସ୍ତାନର ସାମୁଦ୍ରିକ ସୁରକ୍ଷା ଏଜେନ୍ସି ଏମାନଙ୍କୁ ଗିରଫ କରିଛି। ଏହି ମତ୍ସ୍ୟଜୀବୀମାନେ ସମୁଦ୍ରରେ ପାକିସ୍ତାନର ଜଳସୀମା ମଧ୍ୟକୁ ପଶିଯାଇଥିବା ଅଭିଯୋଗ ହୋଇଛି। ସୁରକ୍ଷା ଏଜେନ୍ସି ଅଧିକାରୀଙ୍କ କହିବାନୁଯାୟୀ, ମତ୍ସ୍ୟଜୀବୀମାନଙ୍କର ୩ଟି ବୋଟ୍‌କୁ ମଧ୍ୟ ଜବତ କରାଯାଇଛି। ଶୁକ୍ରବାର ସେମାନଙ୍କୁ ଅଦାଲତରେ ହାଜର କରାଯାଇ ବିଚାର ବିଭାଗ ହେପାଜତକୁ ପଠାଇ ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼‌ରେ ତୁଲ୍‌ସୀ

ସମ୍ବନ୍ଧିତ ଖବର