ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲାକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ପାକିସ୍ତାନକୁ ପୁଣି ପାନେ ଦେଲା ଭାରତ । ପହଲଗାମ୍ ଆତଙ୍କୀ ହମଲାର ପ୍ରତିଶୋଧ ନେବାକୁ ପାକିସ୍ତାନ ଉପରେ ପୁଣି ପ୍ରହାର ପକାଇଲା ଭାରତ । ପାକିସ୍ତାନ ପାଇଁ ଏୟାରସ୍ପେସ୍ ବନ୍ଦ କଲା ଭାରତ । ପାକିସ୍ତାନର ସବୁ ଉଡାଣ ଉପରେ ଲାଗିଲା କଟକଣା ।
ପାକିସ୍ତାନକୁ ମୁହଁତୋଡ ଜବାବ ଦେବାକୁ ନିଜର ସମସ୍ତ ଏୟାରସ୍ପେସ୍ ବନ୍ଦ କଲା ଭାରତ । ଏବେ ଭାରତ ଉପର ଦେଇ ଉଡିପାରିବନି କୌଣସି ବି ପାକିସ୍ତାନ ବିମାନ । ମେ ୨୩ ଯାଏଁ ଏୟାରସ୍ପେସ୍ ବନ୍ଦ । ପୂର୍ବରୁ ପାକିସ୍ତାନ ଭାରତ ପାଇଁ ନିଜ ଏୟାର ସ୍ପେସ୍ ବନ୍ଦ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/30/GsvLDBgTSgKuE7Sae0Qu.jpg)