ନୂଆଦିଲ୍ଲୀ: ତୁର୍କୀର ଆଦାନାରେ ଭାରତ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରିଛି। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ୧୦ ଜଣ ଭାରତୀୟ ଫସି ରହିଛନ୍ତି। ବ୍ୟବସାୟିକ ଗସ୍ତରେ ଥିବା ଜଣେ ଭାରତୀୟ ନିଖୋଜ ଅଛନ୍ତି। ତାଙ୍କ ପରିବାର ସଦସ୍ୟ ସହ ସରକାର ଯୋଗାଯୋଗ ଜାରି ରଖିଛନ୍ତି। ଭାରତ ‘ଅପରେସନ ଦୋସ୍ତ’ ଅଧୀନରେ ତୁର୍କୀକୁ ସହାୟତାର ହାତ ବଢ଼ାଇଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ‘ଅପରେସନ ଦୋସ୍ତ’ ମାଧ୍ୟମରେ ଭାରତ ଉଦ୍ଧାରକାରୀ ଦଳ, ଏକ ଫିଲ୍ଡ ହସ୍ପିଟାଲ, ମେଡିସିନ୍ ଏବଂ ଡ୍ରିଲିଂ ଉପକରରଣ ପଠାଇଛି। ୪ଟି ସାମରିକ ବିମାନରେ ଭାରତ ତୁର୍କୀକୁ ସହାୟତା ପଠାଇଛି।
‘ଅପରେସନ ଦୋସ୍ତ’ ଅଧୀନରେ ତୁର୍କୀକୁ ସହଯୋଗ କରୁଛି ଭାରତ
/sambad/media/post_attachments/wp-content/uploads/2023/02/6546h54sf65fhfhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)