କାନାଡ଼ାରେ ଭାରତୀୟଙ୍କୁ ହତ୍ୟା

ଟରଣ୍ଟୋ: ଜଣେ ୧୭ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଆମେରିକାର ଫ୍ଲୋରିଡ଼ାରେ ହତ୍ୟା କରାଯିବାର ମାତ୍ର  କିଛି ଦିନ ପରେ ଆଜି କାନାଡ଼ାର ଟରଣ୍ଟୋରେ ଜଣେ ଭାରତୀୟଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ୨୭ ବର୍ଷୀୟ ଭାରତୀୟ ଯୁବକ ପାଲଓ୍ଵିନ୍ଦର ସିଂହ ଜଣେ ଟ୍ରକ୍‌ ଡ୍ରାଇଭର। ୨୦୦୯ ମସିହାରେ ସେ କାନାଡ଼ାକୁ ପଳାଇ ଆସିଥିଳେ। ତେବେ ବ୍ରାମ୍ପଟନ୍‌ ସିଟି ସ୍ଥିତ ତାଙ୍କ ବାସଭବନରେ ଆଜି ୪ ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର