ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୬୯୧୯; ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୯, ୩୦୪

ନୂଆଦିଲ୍ଲୀ: ଜୁନ୍ ୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୧୬୯୧୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୪୧୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୬୦୭୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୭୩୭ ରହିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୬୮ ଜଣ, ଆସାମରେ ୪ ଜଣ, ବିହାରରେ ୨୫ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୨ ଜଣ, ଦିଲ୍ଲୀରେ ୬୦୬ ଜଣ, ଗୁଜରାଟରେ ୧୧୨୨ ଜଣ, ହରିୟାଣାରେ ୨୩ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୩୪ ଜଣ, ଝାଡ଼ଖଣ୍ଡରେ ୫ ଜଣ, କର୍ଣ୍ଣାଟକରେ ୫୩ ଜଣ, କେରଳରେ ୧୧ ଜଣ, ଲଦାଖରେ ୧ଜଣ, ମଧ୍ୟପ୍ରଦେଶରେ ୩୭୧ ଜଣ, ମହାରାଷ୍ଟ୍ରରେ ୨୫୮୭ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୪୭ ଜଣ, ରାଜସ୍ଥାନରେ ୨୦୯ ଜଣ, ତାମିଲନାଡୁରେ ୨୦୮ ଜଣ, ତେଲେଙ୍ଗାନାରେ ୯୯ ଜଣ, ଉତ୍ତରାଖଣ୍ଡରେ ୮ ଜଣ, ଉତ୍ତରପ୍ରଦେଶରେ ୨୨୯ ଜଣ ଏବଂ ପଶ୍ଚମବଙ୍ଗରେ ୩୪୫ ଜଣ ।

Image Courtesy of The Times of India

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୪୦୮୦), ଅରୁଣାଚଳ ପ୍ରଦେଶ (୩୮), ଆସାମ (୧୬୭୨), ବିହାର (୪୩୯୦), ଚଣ୍ଡିଗଡ଼ (୩୦୧), ଛତିଶଗଡ଼ (୬୬୮), ଦାଦର ନଗର ହାୱେଲି (୮) ଜଣ, ଦିଲ୍ଲୀ (୨୩୬୪୫), ଗୋଆ (୭୯), ଗୁଜରାଟ (୧୮୧୦୦), ହରିୟାଣା (୨୯୫୪), ହିମାଚଳ ପ୍ରଦେଶ (୩୫୯), ଜମ୍ମୁ ଓ କଶ୍ମୀର (୨୮୫୭), ଝାଡ଼ଖଣ୍ଡ (୭୫୨) କର୍ଣ୍ଣାଟକ (୪୦୬୩), କେରଳ (୧୪୯୪), ଲଦାଖ (୯୦), ମଧ୍ୟପ୍ରଦେଶ (୮୫୮୮), ମହାରାଷ୍ଟ୍ର (୭୪୮୬୦), ମଣିପୁର (୧୧୮), ମେଘାଳୟ (୩୩), ମିଜୋରାମ (୧୪), ନାଗାଲାଣ୍ଡ (୫୮),  ଓଡ଼ିଶା (୨୩୮୮), ପୁଦ୍ଦୁଚେରୀ (୮୨), ପଞ୍ଜାବ (୨୩୭୬), ରାଜସ୍ଥାନ (୯୬୫୨), ସିକିମ୍ (୨), ତାମିଲନାଡୁ (୨୫୮୭୨), ତେଲେଙ୍ଗାନା (୩୦୨୦), ତ୍ରିପୁରା (୪୬୮), ଉତ୍ତରାଖଣ୍ଡ (୧୦୮୫), ଉତ୍ତରପ୍ରଦେଶ (୮୭୨୯) ଓ ପଶ୍ଚିମବଙ୍ଗ (୭୪୮୩) ।

Image Courtesy of Hindustan Times

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୪୬୬), ଅରୁଣାଚଳ ପ୍ରଦେଶ (୧), ଆସାମ (୪୧୩), ବିହାର (୨୦୭୭), ଚଣ୍ଡିଗଡ଼ (୨୧୪), ଛତିଶଗଡ଼ (୧୮୮), ଦାଦର ନଗର ହାୱେଲି (୧), ଦିଲ୍ଲୀ (୯୫୪୨), ଗୋଆ (୫୭), ଗୁଜରାଟ (୧୨୨୧୨), ହରିୟାଣା (୧୦୮୯), ହିମାଚଳ ପ୍ରଦେଶ (୧୫୦), ଜମ୍ମୁ ଓ କଶ୍ମୀର (୧୦୦୭), ଝାଡ଼ଖଣ୍ଡ (୩୨୧), କର୍ଣ୍ଣାଟକ (୧୫୧୪), କେରଳ (୬୫୧), ଲଦାଖ (୪୮), ମଧ୍ୟପ୍ରଦେଶ (୫୪୪୫), ମହାରାଷ୍ଟ୍ର (୩୨୩୨୯), ମଣିପୁର (୩୮), ମେଘାଳୟ (୧୩), ମିଜୋରାମ (୧) ଓଡ଼ିଶା (୧୪୧୬), ପୁଦ୍ଦୁଚେରୀ (୨୫), ପଞ୍ଜାବ (୨୦୨୯), ରାଜସ୍ଥାନ (୬୭୪୪), ତାମିଲନାଡୁ (୧୪୩୧୬), ତେଲେଙ୍ଗାନା (୧୫୫୬), ତ୍ରିପୁରା (୧୭୩), ଉତ୍ତରାଖଣ୍ଡ (୨୮୨), ଉତ୍ତରପ୍ରଦେଶ (୫୧୭୬) ଓ ପଶ୍ଚିମବଙ୍ଗ (୨୫୮୦) ।

 

ସମ୍ବନ୍ଧିତ ଖବର