ଦେଶ‌ରେ ପୁଣି ବଢ଼ିଲା ଆକ୍ରାନ୍ତ ଓ ମୃତବ୍ୟକ୍ତିଙ୍କ ସଂଖ୍ୟା: ଦିନକରେ ୬୪, ୫୩୧ କୋଭିଡ୍-୧୯ ଆକ୍ରାନ୍ତ; ୧,୦୯୨ ମୃତ

ନୂଆଦିଲ୍ଲୀ: ଅଗଷ୍ଟ ୧୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୭, ୬୭, ୨୭୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୦,୩୭,୮୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୫୨, ୮୮୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୪, ୫୩୧ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬, ୭୬, ୫୧୪ ରହିଛି। ୨୪ ଘଣ୍ଟାରେ ୧,୦୯୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୩୦ ଜଣ, ଆନ୍ଧ୍ରପ୍ରଦେଶରେ ୨୮୨୦ ଜଣ, ଅରୁଣାଚଳ ପ୍ରଦେଶରେ ୫ ଜଣ, ଆସାମରେ ୨୦୩ ଜଣ, ବିହାରରେ ୪୭୬ ଜଣ, ଚଣ୍ଡିଗଡ଼ରେ ୩୦ ଜଣ, ଛତିଶଗଡ଼ରେ ୧୫୮ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୨୨୬ ଜଣ, ଗୋଆରେ ୧୧୬ ଜଣ, ଗୁଜରାଟରେ ୨୮୨୦ ଜଣ, ହରିୟାଣାରେ ୫୫୭ ଜଣ, ହିମାଚଳ ପ୍ରଦେଶରେ ୧୯ ଜଣ, ଜମ୍ମୁ ଓ କଶ୍ମୀରରେ ୫୬୧ ଜଣ, ଝାଡ଼ଖଣ୍ଡରେ ୨୬୨ ଜଣ, କର୍ଣ୍ଣାଟକରେ ୪୨୦୧ ଜଣ, କେରଳରେ ୧୭୫ ଜଣ, ଲଦାଖରେ ୧୭ ଜଣ, ମଧ୍ୟପ୍ରଦେଶରେ ୧୧୪୧ ଜଣ, ମହାରାଷ୍ଟ୍ରରେ ୨୦୬୮୭ ଜଣ, ମଣିପୁରରେ ୧୮ ଜଣ, ମେଘାଳୟରେ ୬ ଜଣ, ନାଗାଲାଣ୍ଡ୍‌ରେ ୮ ଜଣ, ଓଡ଼ିଶାରେ ୩୬୨ ଜଣ, ପୁଦ୍ଦୁଚେରୀରେ ୧୨୩ ଜଣ, ପଞ୍ଜାବରେ ୮୯୮ ଜଣ, ରାଜସ୍ଥାନରେ ୮୯୮ ଜଣ, ସିକିମରେ ୨ ଜଣ, ତାମିଲନାଡୁରେ ୬୦୦୭ ଜଣ, ତେଲେଙ୍ଗାନାରେ ୭୧୯ ଜଣ, ତ୍ରିପୁରାରେ ୬୫ ଜଣ, ଉତ୍ତରାଖଣ୍ଡରେ ୧୬୪ ଜଣ, ଉତ୍ତରପ୍ରଦେଶରେ ୨୫୮୫ ଜଣ ଏବଂ ପଶ୍ଚମବଙ୍ଗରେ ୨୫୨୮୩ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୦୭୮), ଆନ୍ଧ୍ରପ୍ରଦେଶ (୮୫୧୩୦), ଅରୁଣାଚଳ ପ୍ରଦେଶ (୯୨୧), ଆସାମ (୨୩୭୦୪), ବିହାର (୨୮୬୯୨), ଚଣ୍ଡିଗଡ଼ (୧୦୩୨), ଛତିଶଗଡ଼ (୫୮୨୮), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୨୫), ଦିଲ୍ଲୀ (୧୧୦୬୮), ଗୋଆ (୩୮୬୧), ଗୁଜରାଟ (୧୪୨୭୯), ହରିୟାଣା (୭୦୮୧), ହିମାଚଳ ପ୍ରଦେଶ (୧୨୯୩), ଜମ୍ମୁ ଓ କଶ୍ମୀର (୬୮୭୯), ଝାଡ଼ଖଣ୍ଡ (୮୭୦୮) କର୍ଣ୍ଣାଟକ (୭୯୭୯୮), କେରଳ (୧୬୩୩୩), ଲଦାଖ (୫୯୮), ମଧ୍ୟପ୍ରଦେଶ (୧୦୫୨୧), ମହାରାଷ୍ଟ୍ର (୧୫୬୯୨୦), ମଣିପୁର (୧୯୫୮), ମେଘାଳୟ (୭୬୬), ମିଜୋରାମ (୪୮୧), ନାଗାଲାଣ୍ଡ (୧୮୪୮),  ଓଡ଼ିଶା (୧୮୮୫୬), ପୁଦ୍ଦୁଚେରୀ (୩୩୬୪), ପଞ୍ଜାବ (୧୧୭୪୦), ରାଜସ୍ଥାନ (୧୪୧୧୯), ସିକିମ୍ (୪୫୦), ତାମିଲନାଡୁ (୫୩୮୬୦), ତେଲେଙ୍ଗାନା (୨୦୯୯୦), ତ୍ରିପୁରା (୨୦୮୩), ଉତ୍ତରାଖଣ୍ଡ (୪୦୭୩), ଉତ୍ତରପ୍ରଦେଶ (୫୦୨୪୨) ଓ ପଶ୍ଚିମବଙ୍ଗ (୨୭୫୩୫) ।

Image Courtesy of Hindustan Times

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୪୨୧), ଆନ୍ଧ୍ରପ୍ରଦେଶ (୨୧୮୩୧୧), ଅରୁଣାଚଳ ପ୍ରଦେଶ (୧୯୪୯), ଆସାମ (୫୮୨୯୪), ବିହାର (୮୦୩୩୦), ଚଣ୍ଡିଗଡ଼ (୧୨୪୩), ଛତିଶଗଡ଼ (୧୦୮୪୭), ଦାଦର ନଗର ହାୱେଲି (୧୫୨୪), ଦିଲ୍ଲୀ (୧୩୯୪୪୭), ଗୋଆ (୮୩୫୬), ଗୁଜରାଟ (୬୩୭୦୩), ହରିୟାଣା (୪୧୨୯୮), ହିମାଚଳ ପ୍ରଦେଶ (୨୯୨୩), ଜମ୍ମୁ ଓ କଶ୍ମୀର (୨୧୮୮୬), ଝାଡ଼ଖଣ୍ଡ (୧୫୫୦୭), କର୍ଣ୍ଣାଟକ (୧୫୬୯୪୯), କେରଳ (୩୧୩୯୦), ଲଦାଖ (୧୩୯୫), ମଧ୍ୟପ୍ରଦେଶ (୩୫୭୧୩), ମହାରାଷ୍ଟ୍ର (୪୩୭୮୭୦), ମଣିପୁର (୨୭୮୯), ମେଘାଳୟ (୬୮୫), ମିଜୋରାମ (୩୭୯) ନାଗାଲାଣ୍ଡ୍ (୧୬୬୪), ଓଡ଼ିଶା (୪୫୩୧୫), ପୁଦ୍ଦୁଚେରୀ (୪୯୦୯), ପଞ୍ଜାବ (୨୧୭୬୨), ରାଜସ୍ଥାନ (୪୮୯୬୦), ସିକିମ୍ (୭୫୫), ତାମିଲନାଡୁ (୨୮୯୭୮୭), ତେଲେଙ୍ଗାନା (୭୩୯୯୧), ତ୍ରିପୁରା (୫୪୯୭), ଉତ୍ତରାଖଣ୍ଡ (୮୭୨୪), ଉତ୍ତରପ୍ରଦେଶ (୧୦୯୬୦୭) ଓ ପଶ୍ଚିମବଙ୍ଗ (୯୨୬୯୦) ।

 

ସମ୍ବନ୍ଧିତ ଖବର