୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୧,୦୫୯ ମୃତ୍ୟୁ; ୬୭, ୧୫୧ କୋଭିଡ୍-୧୯ ସଂକ୍ରମିତ

ନୂଆଦିଲ୍ଲୀ: ଅଗଷ୍ଟ ୨୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୨, ୩୪, ୪୭୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୪,୬୭,୭୫୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୫୯, ୪୪୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୭, ୧୫୧ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭, ୦୭, ୨୬୭ ରହିଛି। ୨୪ ଘଣ୍ଟାରେ ୧,୦୫୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୩୭ ଜଣ, ଆନ୍ଧ୍ରପ୍ରଦେଶରେ ୩୪୬୦ ଜଣ, ଅରୁଣାଚଳ ପ୍ରଦେଶରେ ୫ ଜଣ, ଆସାମରେ ୨୬୦ ଜଣ, ବିହାରରେ ୫୧୯ ଜଣ, ଚଣ୍ଡିଗଡ଼ରେ ୪୦ ଜଣ, ଛତିଶଗଡ଼ରେ ୨୨୧ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୩୩୦ ଜଣ, ଗୋଆରେ ୧୫୭ ଜଣ, ଗୁଜରାଟରେ ୨୯୨୮ ଜଣ, ହରିୟାଣାରେ ୬୨୩ ଜଣ, ହିମାଚଳ ପ୍ରଦେଶରେ ୩୦ ଜଣ, ଜମ୍ମୁ ଓ କଶ୍ମୀରରେ ୬୩୮ ଜଣ, ଝାଡ଼ଖଣ୍ଡରେ ୩୪୭ ଜଣ, କର୍ଣ୍ଣାଟକରେ ୪୯୫୮ ଜଣ, କେରଳରେ ୨୪୪ ଜଣ, ଲଦାଖରେ ୨୪ ଜଣ, ମଧ୍ୟପ୍ରଦେଶରେ ୧୨୬୫ ଜଣ, ମହାରାଷ୍ଟ୍ରରେ ୨୨୭୯୪ ଜଣ, ମଣିପୁରରେ ୨୪ ଜଣ, ମେଘାଳୟରେ ୮ ଜଣ, ନାଗାଲାଣ୍ଡ୍‌ରେ ୯ ଜଣ, ଓଡ଼ିଶାରେ ୪୨୮ ଜଣ, ପୁଦ୍ଦୁଚେରୀରେ ୧୭୨ ଜଣ, ପଞ୍ଜାବରେ ୧୧୭୮ ଜଣ, ରାଜସ୍ଥାନରେ ୯୮୦ ଜଣ, ସିକିମରେ ୩ ଜଣ, ତାମିଲନାଡୁରେ ୬୭୨୧ ଜଣ, ତେଲେଙ୍ଗାନାରେ ୭୮୦ ଜଣ, ତ୍ରିପୁରାରେ ୮୩ ଜଣ, ଉତ୍ତରାଖଣ୍ଡରେ ୨୧୩ ଜଣ, ଉତ୍ତରପ୍ରଦେଶରେ ୩୦୫୯ ଜଣ ଏବଂ ପଶ୍ଚମବଙ୍ଗରେ ୨୯୦୯ ଜଣ ।

Image Courtesy of Hindustan Times

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୬୭୭), ଆନ୍ଧ୍ରପ୍ରଦେଶ (୮୯୯୩୨), ଅରୁଣାଚଳ ପ୍ରଦେଶ (୮୯୯), ଆସାମ (୧୯୫୧୮), ବିହାର (୧୯୭୧୬), ଚଣ୍ଡିଗଡ଼ (୧୪୫୬), ଛତିଶଗଡ଼ (୯୩୮୮), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୩୮୧), ଦିଲ୍ଲୀ (୧୧୯୯୮), ଗୋଆ (୩୧୪୯), ଗୁଜରାଟ (୧୪୬୪୧), ହରିୟାଣା (୯୪୮୯), ହିମାଚଳ ପ୍ରଦେଶ (୧୩୭୬), ଜମ୍ମୁ ଓ କଶ୍ମୀର (୭୫୪୪), ଝାଡ଼ଖଣ୍ଡ (୧୦୨୩୮) କର୍ଣ୍ଣାଟକ (୮୨୪୨୯), କେରଳ (୨୧୨୯୬), ଲଦାଖ (୮୪୭), ମଧ୍ୟପ୍ରଦେଶ (୧୨୨୨୫), ମହାରାଷ୍ଟ୍ର (୧୬୬୨୩୯), ମଣିପୁର (୧୬୦୮), ମେଘାଳୟ (୧୧୭୮), ମିଜୋରାମ (୫୦୩), ନାଗାଲାଣ୍ଡ (୧୧୩୨),  ଓଡ଼ିଶା (୨୪୩୩୩), ପୁଦ୍ଦୁଚେରୀ (୩୯୮୧), ପଞ୍ଜାବ (୧୪୨୫୪), ରାଜସ୍ଥାନ (୧୪୨୧୯), ସିକିମ୍ (୪୧୮), ତାମିଲନାଡୁ (୫୨୧୨୮), ତେଲେଙ୍ଗାନା (୨୫୬୮୫), ତ୍ରିପୁରା (୨୮୬୬), ଉତ୍ତରାଖଣ୍ଡ (୪୬୦୦), ଉତ୍ତରପ୍ରଦେଶ (୪୯୫୭୫) ଓ ପଶ୍ଚିମବଙ୍ଗ (୨୭୩୪୯) ।

Image Courtesy of India Today

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୨୨୩୧), ଆନ୍ଧ୍ରପ୍ରଦେଶ (୨୭୮୨୪୭), ଅରୁଣାଚଳ ପ୍ରଦେଶ (୨୫୦୮), ଆସାମ (୭୪୮୧୪), ବିହାର (୧୦୪୩୦୧), ଚଣ୍ଡିଗଡ଼ (୧୭୧୩), ଛତିଶଗଡ଼ (୧୩୭୩୨), ଦାଦର ନଗର ହାୱେଲି (୧୮୨୦), ଦିଲ୍ଲୀ (୧୪୭୭୪୩), ଗୋଆ (୧୧୨୨୪), ଗୁଜରାଟ (୭୧୨୩୬), ହରିୟାଣା (୪୬୪୯୬), ହିମାଚଳ ପ୍ରଦେଶ (୩୭୪୮), ଜମ୍ମୁ ଓ କଶ୍ମୀର (୨୫୫୯୪), ଝାଡ଼ଖଣ୍ଡ (୨୧୩୮୮), କର୍ଣ୍ଣାଟକ (୨୦୪୪୩୯), କେରଳ (୪୦୩୩୯), ଲଦାଖ (୧୫୪୯), ମଧ୍ୟପ୍ରଦେଶ (୪୨୩୧୦), ମହାରାଷ୍ଟ୍ର (୫୧୪୭୯୦), ମଣିପୁର (୩୮୧୨), ମେଘାଳୟ (୮୩୨), ମିଜୋରାମ (୪୬୪) ନାଗାଲାଣ୍ଡ୍ (୨୬୧୧), ଓଡ଼ିଶା (୫୯୪୭୦), ପୁଦ୍ଦୁଚେରୀ (୭୨୭୩), ପଞ୍ଜାବ (୨୯୧୪୫), ରାଜସ୍ଥାନ (୫୮୧୨୬), ସିକିମ୍ (୧୦୫୫), ତାମିଲନାଡୁ (୩୩୨୪୫୪), ତେଲେଙ୍ଗାନା (୮୫୨୨୩), ତ୍ରିପୁରା (୬୫୭୪), ଉତ୍ତରାଖଣ୍ଡ (୧୧୨୦୧), ଉତ୍ତରପ୍ରଦେଶ (୧୪୪୭୫୪) ଓ ପଶ୍ଚିମବଙ୍ଗ (୧୧୪୫୪୩) ।

 

 

ସମ୍ବନ୍ଧିତ ଖବର