ନୂଆଦିଲ୍ଲୀ: ଅଗଷ୍ଟ ୨୮ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୩, ୮୭, ୫୦୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୫,୮୩,୯୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୬୧, ୫୨୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୭୭, ୨୬୬ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭, ୪୨, ୦୨୩ ରହିଛି। ୨୪ ଘଣ୍ଟାରେ ୧,୦୫୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୪୨ ଜଣ, ଆନ୍ଧ୍ରପ୍ରଦେଶରେ ୩୬୩୩ ଜଣ, ଅରୁଣାଚଳ ପ୍ରଦେଶରେ ୫ ଜଣ, ଆସାମରେ ୨୭୮ ଜଣ, ବିହାରରେ ୫୩୮ ଜଣ, ଚଣ୍ଡିଗଡ଼ରେ ୪୩ ଜଣ, ଛତିଶଗଡ଼ରେ ୨୪୫ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୩୬୯ ଜଣ, ଗୋଆରେ ୧୭୧ ଜଣ, ଗୁଜରାଟରେ ୨୯୬୨ ଜଣ, ହରିୟାଣାରେ ୬୪୬ ଜଣ, ହିମାଚଳ ପ୍ରଦେଶରେ ୩୩ ଜଣ, ଜମ୍ମୁ ଓ କଶ୍ମୀରରେ ୬୭୧ ଜଣ, ଝାଡ଼ଖଣ୍ଡରେ ୩୭୩ ଜଣ, କର୍ଣ୍ଣାଟକରେ ୫୨୩୨ ଜଣ, କେରଳରେ ୨୬୭ ଜଣ, ଲଦାଖରେ ୨୭ ଜଣ, ମଧ୍ୟପ୍ରଦେଶରେ ୧୩୦୬ ଜଣ, ମହାରାଷ୍ଟ୍ରରେ ୨୩୪୪୪ ଜଣ, ମଣିପୁରରେ ୨୫ ଜଣ, ମେଘାଳୟରେ ୮ ଜଣ, ନାଗାଲାଣ୍ଡ୍ରେ ୯ ଜଣ, ଓଡ଼ିଶାରେ ୪୪୮ ଜଣ, ପୁଦ୍ଦୁଚେରୀରେ ୧୯୦ ଜଣ, ପଞ୍ଜାବରେ ୧୨୫୬ ଜଣ, ରାଜସ୍ଥାନରେ ୧୦୦୫ ଜଣ, ସିକିମରେ ୩ ଜଣ, ତାମିଲନାଡୁରେ ୬୯୪୮ ଜଣ, ତେଲେଙ୍ଗାନାରେ ୭୯୯ ଜଣ, ତ୍ରିପୁରାରେ ୮୯ ଜଣ, ଉତ୍ତରାଖଣ୍ଡରେ ୨୨୮ ଜଣ, ଉତ୍ତରପ୍ରଦେଶରେ ୩୨୧୭ ଜଣ ଏବଂ ପଶ୍ଚମବଙ୍ଗରେ ୩୦୧୭ ଜଣ ।
/sambad/media/post_attachments/wp-content/uploads/2020/08/coronavirus.jpeg)
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୬୦୨), ଆନ୍ଧ୍ରପ୍ରଦେଶ (୯୪୨୦୯), ଅରୁଣାଚଳ ପ୍ରଦେଶ (୧୦୦୭), ଆସାମ (୧୯୨୨୨), ବିହାର (୧୯୦୬୭), ଚଣ୍ଡିଗଡ଼ (୧୫୪୪), ଛତିଶଗଡ଼ (୧୧୧୩୬), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୩୪୮), ଦିଲ୍ଲୀ (୧୩୨୦୮), ଗୋଆ (୩୪୪୫), ଗୁଜରାଟ (୧୪୭୪୨), ହରିୟାଣା (୯୯୬୨), ହିମାଚଳ ପ୍ରଦେଶ (୧୪୬୦), ଜମ୍ମୁ ଓ କଶ୍ମୀର (୭୭୪୩), ଝାଡ଼ଖଣ୍ଡ (୧୧୦୯୬) କର୍ଣ୍ଣାଟକ (୮୫୦୦୬), କେରଳ (୨୨୭୩୭), ଲଦାଖ (୮୨୫), ମଧ୍ୟପ୍ରଦେଶ (୧୨୪୨୨), ମହାରାଷ୍ଟ୍ର (୧୭୮୫୬୧), ମଣିପୁର (୧୭୪୩), ମେଘାଳୟ (୧୨୨୨), ମିଜୋରାମ (୪୭୪), ନାଗାଲାଣ୍ଡ (୧୦୪୦), ଓଡ଼ିଶା (୨୫୨୧୫), ପୁଦ୍ଦୁଚେରୀ (୪୪୮୩), ପଞ୍ଜାବ (୧୫୬୦୮), ରାଜସ୍ଥାନ (୧୪୪୨୫), ସିକିମ୍ (୩୮୮), ତାମିଲନାଡୁ (୫୨୩୬୪), ତେଲେଙ୍ଗାନା (୨୮୯୪୧), ତ୍ରିପୁରା (୩୪୮୬), ଉତ୍ତରାଖଣ୍ଡ (୫୨୭୪), ଉତ୍ତରପ୍ରଦେଶ (୫୨୩୦୯) ଓ ପଶ୍ଚିମବଙ୍ଗ (୨୬୭୦୯) ।
/sambad/media/post_attachments/wp-content/uploads/2020/08/corona-health-worker.jpg)
ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୨୩୭୪), ଆନ୍ଧ୍ରପ୍ରଦେଶ (୨୯୫୨୪୮), ଅରୁଣାଚଳ ପ୍ରଦେଶ (୨୬୨୧), ଆସାମ (୭୯୩୦୭), ବିହାର (୧୦୯୧୭୫), ଚଣ୍ଡିଗଡ଼ (୧୯୭୭), ଛତିଶଗଡ଼ (୧୪୬୦୭), ଦାଦର ନଗର ହାୱେଲି (୧୯୭୭), ଦିଲ୍ଲୀ (୧୫୦୦୨୭), ଗୋଆ (୧୧୮୬୭), ଗୁଜରାଟ (୭୩୪୭୫), ହରିୟାଣା (୪୮୬୯୦), ହିମାଚଳ ପ୍ରଦେଶ (୪୦୦୮), ଜମ୍ମୁ ଓ କଶ୍ମୀର (୨୬୭୨୧), ଝାଡ଼ଖଣ୍ଡ (୨୨୯୨୭), କର୍ଣ୍ଣାଟକ (୨୧୯୫୫୪), କେରଳ (୪୩୭୫୭), ଲଦାଖ (୧୬୪୦), ମଧ୍ୟପ୍ରଦେଶ (୪୪୪୫୩), ମହାରାଷ୍ଟ୍ର (୫୩୧୫୬୩), ମଣିପୁର (୩୯୫୭), ମେଘାଳୟ (୮୯୯), ମିଜୋରାମ (୫୦୦) ନାଗାଲାଣ୍ଡ୍ (୨୭୩୫), ଓଡ଼ିଶା (୬୫୩୨୩), ପୁଦ୍ଦୁଚେରୀ (୭୭୬୧), ପଞ୍ଜାବ (୩୦୯୭୨), ରାଜସ୍ଥାନ (୬୦୫୮୫), ସିକିମ୍ (୧୧୫୧), ତାମିଲନାଡୁ (୩୪୩୯୩୦), ତେଲେଙ୍ଗାନା (୮୭୬୭୫), ତ୍ରିପୁରା (୬୮୩୯), ଉତ୍ତରାଖଣ୍ଡ (୧୧୭୭୫), ଉତ୍ତରପ୍ରଦେଶ (୧୫୨୮୯୩) ଓ ପଶ୍ଚିମବଙ୍ଗ (୧୨୧୦୪୬) ।