ନୂଆଦିଲ୍ଲୀ: ଜୁନ୍ ୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୦୭୬୧୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦୩୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୫୮୧୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୪୯୭ ରହିଛି।
Image Courtesy of Outlook Indiaମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୬୪ ଜଣ, ଆସାମରେ ୪ ଜଣ, ବିହାରରେ ୨୪ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୧ଜଣ, ଦିଲ୍ଲୀରେ ୫୫୬ ଜଣ, ଗୁଜରାଟରେ ୧୦୯୨ ଜଣ, ହରିୟାଣାରେ ୨୩ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୩୩ ଜଣ, ଝାଡ଼ଖଣ୍ଡରେ ୫ ଜଣ, କର୍ଣ୍ଣାଟକରେ ୫୨ ଜଣ, କେରଳରେ ୧୧ ଜଣ, ଲଦାଖରେ ୧ଜଣ, ମଧ୍ୟପ୍ରଦେଶରେ ୩୬୪ ଜଣ, ମହାରାଷ୍ଟ୍ରରେ ୨୪୬୫ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୪୬ ଜଣ, ରାଜସ୍ଥାନରେ ୨୦୩ ଜଣ, ତାମିଲନାଡୁରେ ୧୯୭ ଜଣ, ତେଲେଙ୍ଗାନାରେ ୯୨ ଜଣ, ଉତ୍ତରାଖଣ୍ଡରେ ୭ ଜଣ, ଉତ୍ତରପ୍ରଦେଶରେ ୨୨୨ ଜଣ ଏବଂ ପଶ୍ଚମବଙ୍ଗରେ ୩୩୫ ଜଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୩୮୯୮), ଅରୁଣାଚଳ ପ୍ରଦେଶ (୨୨), ଆସାମ (୧୫୧୩), ବିହାର (୪୧୫୫), ଚଣ୍ଡିଗଡ଼ (୩୦୧), ଛତିଶଗଡ଼ (୫୬୪), ଦାଦର ନଗର ହାୱେଲି (୪) ଜଣ, ଦିଲ୍ଲୀ (୨୨୧୩୨), ଗୋଆ (୭୯), ଗୁଜରାଟ (୧୭୬୧୭), ହରିୟାଣା (୨୬୫୨), ହିମାଚଳ ପ୍ରଦେଶ (୩୪୫), ଜମ୍ମୁ ଓ କଶ୍ମୀର (୨୭୧୮), ଝାଡ଼ଖଣ୍ଡ (୭୧୨) କର୍ଣ୍ଣାଟକ (୩୭୯୬), କେରଳ (୧୪୧୨), ଲଦାଖ (୮୧), ମଧ୍ୟପ୍ରଦେଶ (୮୪୨୦), ମହାରାଷ୍ଟ୍ର (୭୨୩୦୦), ମଣିପୁର (୮୯), ମେଘାଳୟ (୨୭), ମିଜୋରାମ (୧୩), ନାଗାଲାଣ୍ଡ (୪୯), ଓଡ଼ିଶା (୨୨୪୫), ପୁଦ୍ଦୁଚେରୀ (୮୨), ପଞ୍ଜାବ (୨୩୪୨), ରାଜସ୍ଥାନ (୯୩୭୩), ସିକିମ୍ (୧), ତାମିଲନାଡୁ (୨୪୫୮୬), ତେଲେଙ୍ଗାନା (୨୮୯୧), ତ୍ରିପୁରା (୪୬୮), ଉତ୍ତରାଖଣ୍ଡ (୧୦୪୩), ଉତ୍ତରପ୍ରଦେଶ (୮୩୬୧) ଓ ପଶ୍ଚିମବଙ୍ଗ (୬୧୬୮) ।
Image Courtesy of The Times of Indiaସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୪୨୧), ଅରୁଣାଚଳ ପ୍ରଦେଶ (୧), ଆସାମ (୩୨୪), ବିହାର (୧୯୪୬), ଚଣ୍ଡିଗଡ଼ (୨୧୪), ଛତିଶଗଡ଼ (୧୩୦), ଦିଲ୍ଲୀ (୯୨୪୩), ଗୋଆ (୫୭), ଗୁଜରାଟ (୧୧୮୯୪), ହରିୟାଣା (୧୦୬୯), ହିମାଚଳ ପ୍ରଦେଶ (୧୪୦), ଜମ୍ମୁ ଓ କଶ୍ମୀର (୯୫୩), ଝାଡ଼ଖଣ୍ଡ (୩୨୦), କର୍ଣ୍ଣାଟକ (୧୪୦୩), କେରଳ (୬୨୭), ଲଦାଖ (୪୭), ମଧ୍ୟପ୍ରଦେଶ (୫୨୨୧), ମହାରାଷ୍ଟ୍ର (୩୧୩୩୩), ମଣିପୁର (୧୪), ମେଘାଳୟ (୧୨), ମିଜୋରାମ (୧) ଓଡ଼ିଶା (୧୩୨୫), ପୁଦ୍ଦୁଚେରୀ (୨୫), ପଞ୍ଜାବ (୨୦୧୭), ରାଜସ୍ଥାନ (୬୪୩୫), ତାମିଲନାଡୁ (୧୩୭୦୬), ତେଲେଙ୍ଗାନା (୧୫୨୬), ତ୍ରିପୁରା (୧୭୩), ଉତ୍ତରାଖଣ୍ଡ (୨୫୨), ଉତ୍ତରପ୍ରଦେଶ (୫୦୩୦) ଓ ପଶ୍ଚିମବଙ୍ଗ (୨୪୧୦) ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/Corona-in-India_3rd-June-Morning_Thumbnail.jpg)