ଦିନକୁ ଦିନ ଦେଶରେ ବଢୁଛି କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା: ଗୋଟିଏ ଦିନରେ ୨୨, ୭୭୧ ସଂକ୍ରମଣ; ମୃତ୍ୟୁସଂଖ୍ୟା ୪୪୨

ନୂଆଦିଲ୍ଲୀ: ଜୁଲାଇ ୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୬୪୮୩୧୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪୨୨୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୮୬୫୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୨୨,୭୭୧ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୫୪୩୩ ରହିଛି। ସମଗ୍ର ଦେଶର ୨୪ ଘଣ୍ଟା ମଧ୍ୟରେ ୪୪୨ଜଣଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୨୦୬ ଜଣ, ଅରୁଣାଚଳ ପ୍ରଦେଶରେ ୧ଜଣ, ଆସାମରେ ୧୪ ଜଣ, ବିହାରରେ ୮୦ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୪ ଜଣ, ଦିଲ୍ଲୀରେ ୨୯୨୩ ଜଣ, ଗୋଆରେ ୪ ଜଣ, ଗୁଜରାଟରେ ୧୯୦୪ ଜଣ, ହରିୟାଣାରେ ୨୫୫ ଜଣ, ହିମାଚଳ ପ୍ରଦେଶରେ ୧୦ ଜଣ, ଜମ୍ମୁ ଓ କଶ୍ମୀରରେ ୧୧୯ ଜଣ, ଝାଡ଼ଖଣ୍ଡରେ ୧୫ ଜଣ, କର୍ଣ୍ଣାଟକରେ ୨୯୩ ଜଣ, କେରଳରେ ୨୫ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୯୩ ଜଣ, ମହାରାଷ୍ଟ୍ରରେ ୮୩୭୬ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୨୯ ଜଣ, ପୁଦ୍ଦୁଚେରୀରେ ୧୨ ଜଣ, ପଞ୍ଜାବରେ ୧୫୭ ଜଣ, ରାଜସ୍ଥାନରେ ୪୪୦ ଜଣ, ତାମିଲନାଡୁରେ ୧୩୮୫ ଜଣ, ତେଲେଙ୍ଗାନାରେ ୨୮୩ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୨ ଜଣ, ଉତ୍ତରପ୍ରଦେଶରେ ୭୪୯ ଜଣ ଏବଂ ପଶ୍ଚମବଙ୍ଗରେ ୭୧୭ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୧୬), ଆନ୍ଧ୍ରପ୍ରଦେଶ (୧୬୯୩୪), ଅରୁଣାଚଳ ପ୍ରଦେଶ (୨୫୨), ଆସାମ (୯୬୭୩), ବିହାର (୧୦୯୫୪), ଚଣ୍ଡିଗଡ଼ (୪୫୭), ଛତିଶଗଡ଼ (୩୦୬୫), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୨୫୭), ଦିଲ୍ଲୀ (୯୪୬୯୫), ଗୋଆ (୧୪୮୨), ଗୁଜରାଟ (୩୪୬୦୦), ହରିୟାଣା (୧୬୦୦୩), ହିମାଚଳ ପ୍ରଦେଶ (୧୦୩୩), ଜମ୍ମୁ ଓ କଶ୍ମୀର (୮୦୧୯), ଝାଡ଼ଖଣ୍ଡ (୨୬୯୫) କର୍ଣ୍ଣାଟକ (୧୯୭୧୦), କେରଳ (୪୯୬୪), ଲଦାଖ (୧୦୦୧), ମଧ୍ୟପ୍ରଦେଶ (୧୪୨୯୭), ମହାରାଷ୍ଟ୍ର (୧୯୨୯୯୦), ମଣିପୁର (୧୩୧୬), ମେଘାଳୟ (୬୨), ମିଜୋରାମ (୧୬୨), ନାଗାଲାଣ୍ଡ (୫୩୯),  ଓଡ଼ିଶା (୮୧୦୬), ପୁଦ୍ଦୁଚେରୀ (୮୦୨), ପଞ୍ଜାବ (୫୯୩୭), ରାଜସ୍ଥାନ (୧୯୦୫୨), ସିକିମ୍ (୧୦୨), ତାମିଲନାଡୁ (୧୦୨୭୨୧), ତେଲେଙ୍ଗାନା (୨୦୪୬୨), ତ୍ରିପୁରା (୧୫୨୫), ଉତ୍ତରାଖଣ୍ଡ (୩୦୪୮), ଉତ୍ତରପ୍ରଦେଶ (୨୫୭୯୭) ଓ ପଶ୍ଚିମବଙ୍ଗ (୨୦୪୮୮) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୫୪), ଆନ୍ଧ୍ରପ୍ରଦେଶ (୭୬୩୨), ଅରୁଣାଚଳ ପ୍ରଦେଶ (୭୫), ଆସାମ (୬୩୪୯), ବିହାର (୮୨୧୪), ଚଣ୍ଡିଗଡ଼ (୩୯୩), ଛତିଶଗଡ଼ (୨୪୩୭), ଦାଦର ନଗର ହାୱେଲି (୯୬), ଦିଲ୍ଲୀ (୬୫୬୨୪), ଗୋଆ (୭୩୪), ଗୁଜରାଟ (୨୪୯୩୩), ହରିୟାଣା (୧୧୬୯୧), ହିମାଚଳ ପ୍ରଦେଶ (୬୬୭), ଜମ୍ମୁ ଓ କଶ୍ମୀର (୫୦୭୫), ଝାଡ଼ଖଣ୍ଡ (୨୦୦୧), କର୍ଣ୍ଣାଟକ (୮୮୦୫), କେରଳ (୨୮୪୧), ଲଦାଖ (୭୭୭), ମଧ୍ୟପ୍ରଦେଶ (୧୧୦୪୯), ମହାରାଷ୍ଟ୍ର (୧୦୪୬୮୭), ମଣିପୁର (୬୩୯), ମେଘାଳୟ (୪୩), ମିଜୋରାମ (୧୨୬) ନାଗାଲାଣ୍ଡ୍ (୨୨୮), ଓଡ଼ିଶା (୫୭୦୫), ପୁଦ୍ଦୁଚେରୀ (୩୩୧), ପଞ୍ଜାବ (୪୨୬୬), ରାଜସ୍ଥାନ (୧୫୨୮୧), ସିକିମ୍ (୫୩), ତାମିଲନାଡୁ (୫୮୩୭୮), ତେଲେଙ୍ଗାନା (୧୦୧୯୫), ତ୍ରିପୁରା (୧୧୯୯), ଉତ୍ତରାଖଣ୍ଡ (୨୪୮୧), ଉତ୍ତରପ୍ରଦେଶ (୧୭୫୯୭) ଓ ପଶ୍ଚିମବଙ୍ଗ (୧୩୫୭୧) ।

 

 

 

 

ସମ୍ବନ୍ଧିତ ଖବର