ନୂଆଦିଲ୍ଲୀ: ମେ ୩୧ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୮୨୧୪୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୬୯୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୫୧୬୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

Advertisment

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୬୦ ଜଣ, ଆସାମରେ ୪ ଜଣ, ବିହାରରେ ୨୦ ଜଣ, ଚଣ୍ଡିଗଡ଼ରେ ୪ ଜଣ, ଛତିଶଗଡ଼ରେ ୧ଜଣ, ଦିଲ୍ଲୀରେ ୪୧୬ ଜଣ, ଗୁଜରାଟରେ ୧୦୦୭ ଜଣ, ହରିୟାଣାରେ ୨୦ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୨୮ ଜଣ, ଝାଡ଼ଖଣ୍ଡରେ ୫ ଜଣ, କର୍ଣ୍ଣାଟକରେ ୪୮ ଜଣ, କେରଳରେ ୯ ଜଣ, ମଧ୍ୟପ୍ରଦେଶରେ ୩୪୩ ଜଣ, ମହାରାଷ୍ଟ୍ରରେ ୨୧୯୭ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୪୪ ଜଣ, ରାଜସ୍ଥାନରେ ୧୯୩ ଜଣ, ତାମିଲନାଡୁରେ ୧୬୦ ଜଣ, ତେଲେଙ୍ଗାନାରେ ୭୭ ଜଣ, ଉତ୍ତରାଖଣ୍ଡରେ ୫ ଜଣ, ଉତ୍ତରପ୍ରଦେଶରେ ୨୦୧ ଜଣ ଏବଂ ପଶ୍ଚମବଙ୍ଗରେ ୩୦୯ ଜଣ ।

publive-image Image Courtesy of Hindustan Times

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୩୫୬୯), ଅରୁଣାଚଳ ପ୍ରଦେଶ (୪), ଆସାମ (୧୧୮୫), ବିହାର (୩୬୩୬), ଚଣ୍ଡିଗଡ଼ (୨୮୯), ଛତିଶଗଡ଼ (୪୪୭), ଦାଦର ନଗର ହାୱେଲି (୨) ଜଣ, ଦିଲ୍ଲୀ (୧୮୫୪୯), ଗୋଆ (୭୦), ଗୁଜରାଟ (୧୬୩୪୩), ହରିୟାଣା (୧୯୨୩), ହିମାଚଳ ପ୍ରଦେଶ (୩୧୩), ଜମ୍ମୁ ଓ କଶ୍ମୀର (୨୩୪୧), ଝାଡ଼ଖଣ୍ଡ (୫୬୩) କର୍ଣ୍ଣାଟକ (୨୯୨୨), କେରଳ (୧୨୦୮), ଲଦାଖ (୭୪), ମଧ୍ୟପ୍ରଦେଶ (୭୮୯୧), ମହାରାଷ୍ଟ୍ର (୬୫୧୬୮), ମଣିପୁର (୬୨), ମେଘାଳୟ (୨୭), ମିଜୋରାମ (୧), ନାଗାଲାଣ୍ଡ (୩୬),  ଓଡ଼ିଶା (୧୮୧୯), ପୁଦ୍ଦୁଚେରୀ (୫୧), ପଞ୍ଜାବ (୨୨୩୩), ରାଜସ୍ଥାନ (୮୬୧୭), ସିକିମ୍ (୧), ତାମିଲନାଡୁ (୨୧୧୮୪), ତେଲେଙ୍ଗାନା (୨୪୯୯), ତ୍ରିପୁରା (୨୬୮), ଉତ୍ତରାଖଣ୍ଡ (୭୪୯), ଉତ୍ତରପ୍ରଦେଶ (୭୪୪୫) ଓ ପଶ୍ଚିମବଙ୍ଗ (୫୧୩୦) ।

publive-image Image Courtesy of Zee News

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୨୮୯), ଅରୁଣାଚଳ ପ୍ରଦେଶ (୧), ଆସାମ (୧୬୩), ବିହାର (୧୬୧୮), ଚଣ୍ଡିଗଡ଼ (୧୮୯), ଛତିଶଗଡ଼ (୧୦୨), ଦିଲ୍ଲୀ (୮୦୭୫), ଗୋଆ (୪୧), ଗୁଜରାଟ (୯୨୩୦), ହରିୟାଣା (୯୭୧), ହିମାଚଳ ପ୍ରଦେଶ (୧୧୧), ଜମ୍ମୁ ଓ କଶ୍ମୀର (୯୦୮), ଝାଡ଼ଖଣ୍ଡ (୨୫୬), କର୍ଣ୍ଣାଟକ (୯୯୭), କେରଳ (୫୭୫), ଲଦାଖ (୪୩), ମଧ୍ୟପ୍ରଦେଶ (୪୪୪୪), ମହାରାଷ୍ଟ୍ର (୨୮୦୮୧), ମଣିପୁର (୮), ମେଘାଳୟ (୧୨), ମିଜୋରାମ (୧) ଓଡ଼ିଶା (୧୦୫୦), ପୁଦ୍ଦୁଚେରୀ (୧୪), ପଞ୍ଜାବ (୧୯୬୭), ରାଜସ୍ଥାନ (୫୭୩୯), ତାମିଲନାଡୁ (୧୨୦୦୦), ତେଲେଙ୍ଗାନା (୧୪୧୨), ତ୍ରିପୁରା (୧୭୨), ଉତ୍ତରାଖଣ୍ଡ (୧୦୨), ଉତ୍ତରପ୍ରଦେଶ (୪୪୧୦) ଓ ପଶ୍ଚିମବଙ୍ଗ (୧୯୭୦) ।