ନୂଆଦିଲ୍ଲୀ: ଦେଶରେକରୋନାଭାଇରସ୍ଜନିତମହାମାରୀବ୍ୟାପିବାଦିନଠାରୁଆଜିଦୈନିକସଂକ୍ରମଣସଂଖ୍ୟା୧୧ହଜାରରୁଯଥେଷ୍ଟ ଅଧିକ ଥିବାବେଳେମୃତ୍ୟୁସଂଖ୍ୟା୫୦୦ରୁ କିଛି କମ୍‌ ରହିଛି।

Advertisment

କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରାଳାୟତଥ୍ୟଅନୁସାରେ, ଗୁରୁବାରସକାଳ୮ଟାସୁଦ୍ଧାସମଗ୍ରଦେଶରେ୨୪ଘଣ୍ଟାମଧ୍ୟରେ୧୧,୯୧୯କରୋନାଭାଇରସ୍ଜନିତନୂତନସଂକ୍ରମଣ୪୭୦ ମୃତ୍ୟୁରେକର୍ଡକରାଯାଇଛିଗତ୨୪ଘଣ୍ଟାରେଚିହ୍ନଟହୋଇଥିବାନୂତନଆକ୍ରାନ୍ତଙ୍କୁମିଶାଇଦେଶରେସମୁଦାୟସଂକ୍ରମିତଙ୍କସଂଖ୍ୟା,୪୪,୭୮,୫୧୭ରେପହଞ୍ଚିଛି

ଗତ୨୪ଘଣ୍ଟାରେହୋଇଥିବା୪୭୦ ମୃତ୍ୟୁକୁମିଶାଇଭାରତରେସମୁଦାୟକୋଭିଡ୍-୧୯ଜନିତମୃତ୍ୟୁସଂଖ୍ୟା,୬୪,୨୬୩ରେପହଞ୍ଚିଛି

publive-image Image Courtesy of The Financial Express

ଗତ୨୪ଘଣ୍ଟାରେକୋଭିଡ୍-୧୯ସଂକ୍ରମଣରୁସୁସ୍ଥହୋଇଥିବା୧୧,୨୪୨ଜଣଆକ୍ରାନ୍ତଙ୍କୁମିଶାଇସମ୍ପ୍ରତିଦେଶରେସମୁଦାୟସୁସ୍ଥତାସଂଖ୍ୟାହେଉଛି,୩୮,୮୫,୧୩୨

ଏହାଛଡ଼ା, ଏବେଦେଶରେସକ୍ରିୟଆକ୍ରାନ୍ତଙ୍କସଂଖ୍ୟାହେଉଛି,୨୮,୭୬୨

ସ୍ୱାସ୍ଥ୍ୟମନ୍ତ୍ରାଳୟତଥ୍ୟଅନୁସାରେ, ଗତକାଲିସନ୍ଧ୍ୟା୬ଟାସୁଦ୍ଧାସମୁଦାୟ୧,୧୪,୪୬,୩୨,୮୫୧ କୋଟିହିତାଧିକାରୀଙ୍କୁଟିକାଦିଆଯାଇଛି ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୭୩,୪୪,୭୩୯।

‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୬୨,୮୨,୪୮,୮୪୧ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୧୨,୩୨,୫୦୫ଟି ନମୁନା।