ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇ ମଧ୍ୟ ୨୦୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨.୫ ହଜାର ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରାଳାୟତଥ୍ୟଅନୁସାରେ, ସୋମବାରସକାଳ୮ଟାସୁଦ୍ଧାସମଗ୍ରଦେଶରେ୨୪ଘଣ୍ଟାମଧ୍ୟରେ୧୭୦ କରୋନାଭାଇରସ୍ଜନିତନୂତନସଂକ୍ରମଣରେକର୍ଡକରାଯାଇଛି।
୨୪ଘଣ୍ଟାରେଚିହ୍ନଟହୋଇଥିବା୧୭୦ ନୂତନଆକ୍ରାନ୍ତଙ୍କୁମିଶାଇଦେଶରେସମୁଦାୟସଂକ୍ରମିତଙ୍କସଂଖ୍ୟା୪,୪୬,୮୦,୦୯୪ରେପହଞ୍ଚିଛି।
/sambad/media/post_attachments/wp-content/uploads/2023/01/cvii-6.jpg)
ସେହିପରି, ମଧ୍ୟପ୍ରଦେଶରୁ ୧ଜଣକ ମୃତ୍ୟୁ ରେକର୍ଡ କରାଯିବାରୁ ଗତ ୨୪ ଘଣ୍ଟାରେ କୋଭିଡ୍-୧୯ଜନିତମୃତ୍ୟୁସଂଖ୍ୟା୫,୩୦,୭୨୧ରେ ପହଞ୍ଚିଛି।
ଗତ୨୪ଘଣ୍ଟାରେକୋଭିଡ୍-୧୯ସଂକ୍ରମଣରୁସୁସ୍ଥହୋଇଥିବାଆକ୍ରାନ୍ତଙ୍କୁମିଶାଇସମ୍ପ୍ରତିଦେଶରେସମୁଦାୟସୁସ୍ଥତାସଂଖ୍ୟାହେଉଛି୪,୪୧,୪୭,୦୦୨।ସମ୍ପ୍ରତିଦେଶରେସୁସ୍ଥତାହାର୯୮.୮୦% ରହିଛି।
ଏହାଛଡ଼ା, ଦେଶରେସକ୍ରିୟଆକ୍ରାନ୍ତଙ୍କସଂଖ୍ୟା୨,୩୭୧ ଥିବାରେକର୍ଡକରାଯାଇଛି।ଏହାହେଉଛିଦେଶରସମୁଦାୟସଂକ୍ରମଣର୦.୦୧%।
/sambad/media/post_attachments/wp-content/uploads/2023/01/cvi-6.jpg)
ସ୍ୱାସ୍ଥ୍ୟମନ୍ତ୍ରାଳୟତଥ୍ୟଅନୁସାରେ, ଗତକାଲିସନ୍ଧ୍ୟା୬ଟାସୁଦ୍ଧାସମୁଦାୟ୨,୨୦,୧୪,୦୬,୪୮୩ହିତାଧିକାରୀଙ୍କୁଟିକାଦିଆଯାଇଛି।
‘ଆଇସିଏମ୍ଆର୍’ରିପୋର୍ଟଅନୁସାରେ, କୋଭିଡ୍-୧୯ନିଦାନଗତକାଲିପରୀକ୍ଷାକରାଯାଇଛି ୮୫,୨୮୨ଟିନମୁନା।