ନୂଆଦିଲ୍ଲୀ: ଆଜି ଦ୍ବିତୀୟ ଦିନରେ ମଧ୍ୟ ଦେଶରେଦୈନିକ କରୋନାଭାଇରସ୍ସଂକ୍ରମଣ ସଂଖ୍ୟା ୨ ହଜାରରୁ ଅଧିକ ରହିଛି। ଗତକାଲି ନୂଆ ସଂକ୍ରମଣ ସଂଖ୍ୟା ୨,୦୬୭ ଥିଲା। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିୟାଣା ଏବଂ ମିଜୋରାମରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି।
କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରାଳାୟତଥ୍ୟଅନୁସାରେ, ଗୁରୁବାର ସକାଳ୮ଟାସୁଦ୍ଧାସମଗ୍ରଦେଶରେ୨୪ଘଣ୍ଟାମଧ୍ୟରେ୨,୩୮୦ କରୋନାଭାଇରସ୍ଜନିତନୂତନସଂକ୍ରମଣଓ୫୬ମୃତ୍ୟୁରେକର୍ଡକରାଯାଇଛି।
୨୪ଘଣ୍ଟାରେଚିହ୍ନଟହୋଇଥିବା୨,୩୮୦ ନୂତନଆକ୍ରାନ୍ତଙ୍କୁମିଶାଇଦେଶରେସମୁଦାୟସଂକ୍ରମିତଙ୍କସଂଖ୍ୟା୪,୩୦,୪୯,୯୭୪ରେପହଞ୍ଚିଛି।
Image Courtesy of Firstpostଗତ୨୪ଘଣ୍ଟାରେହୋଇଥିବା୫୬ ମୃତ୍ୟୁକୁମିଶାଇଭାରତରେସମୁଦାୟକୋଭିଡ୍-୧୯ଜନିତମୃତ୍ୟୁସଂଖ୍ୟା୫,୨୨,୦୬୨ରେପହଞ୍ଚିଛି।
ଗତ୨୪ଘଣ୍ଟାରେକୋଭିଡ୍-୧୯ସଂକ୍ରମଣରୁସୁସ୍ଥହୋଇଥିବା୧୨୩୧ଜଣଆକ୍ରାନ୍ତଙ୍କୁମିଶାଇସମ୍ପ୍ରତିଦେଶରେସମୁଦାୟସୁସ୍ଥତାସଂଖ୍ୟାହେଉଛି ୪,୨୫,୧୪,୪୭୯।
ଏହାଛଡ଼ା, ଏବେଦେଶରେସକ୍ରିୟଆକ୍ରାନ୍ତଙ୍କସଂଖ୍ୟାହେଉଛି୧୩୪୩୩।
Image Courtesy of The Times of Indiaସ୍ୱାସ୍ଥ୍ୟମନ୍ତ୍ରାଳୟତଥ୍ୟଅନୁସାରେ, ଗତକାଲିସନ୍ଧ୍ୟା୬ଟାସୁଦ୍ଧାସମୁଦାୟ୧,୮୭,୦୭,୦୮,୧୧୧ ହିତାଧିକାରୀଙ୍କୁଟିକାଦିଆଯାଇଛି।
‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୮୩,୩୩,୭୭,୦୫୨ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୪,୪୯,୧୧୪ଟି ନମୁନା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Corona-in-India-on-21st-April_Thumbnail.jpg)