ନୂଆଦିଲ୍ଲୀ: ଆଜିଦେଶରେଦୈନିକକରୋନାଭାଇରସ୍ଜନିତନୂତନସଂକ୍ରମଣସଂଖ୍ୟାହ୍ରାସ ପାଇ ୪ ହଜାର ତଳକୁ ଆସିଯାଇଛି। ସକ୍ରିୟଆକ୍ରାନ୍ତଙ୍କସଂଖ୍ୟା ମଧ୍ୟ୪୦ହଜାରତଳେ ଥିବା କଥାସ୍ବାସ୍ଥ୍ୟମନ୍ତ୍ରାଳୟୱେବ୍ସାଇଟ୍ରୁଜଣାପଡ଼ିଛି।
କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରାଳାୟତଥ୍ୟଅନୁସାରେ, ଶନିବାରସକାଳ୮ଟାସୁଦ୍ଧାସମଗ୍ରଦେଶରେ୨୪ଘଣ୍ଟାମଧ୍ୟରେ୩,୮୦୫କରୋନାଭାଇରସ୍ଜନିତନୂତନସଂକ୍ରମଣଓ୨୬ ମୃତ୍ୟୁରେକର୍ଡକରାଯାଇଛି।
୨୪ଘଣ୍ଟାରେଚିହ୍ନଟହୋଇଥିବା୩,୮୦୫ନୂତନଆକ୍ରାନ୍ତଙ୍କୁମିଶାଇଦେଶରେସମୁଦାୟସଂକ୍ରମିତଙ୍କସଂଖ୍ୟା୪,୪୫,୯୧,୧୧୨ରେପହଞ୍ଚିଛି।
ଗତ୨୪ଘଣ୍ଟାରେହୋଇଥିବା୨୬ମୃତ୍ୟୁକୁମିଶାଇଭାରତରେସମୁଦାୟକୋଭିଡ୍-୧୯ଜନିତମୃତ୍ୟୁସଂଖ୍ୟା୫,୨୮,୬୫୫ରେପହଞ୍ଚିଛି।ମୃତ୍ୟୁସଂଖ୍ୟାସଂଶୋଧନକରିଏଥିରେକେରଳ୧୩ ଜଣଙ୍କମୃତ୍ୟୁସାମିଲକରିଛି।
/sambad/media/post_attachments/wp-content/uploads/2022/10/cvii-1024x722.jpg)
ଗତ୨୪ଘଣ୍ଟାରେକୋଭିଡ୍-୧୯ସଂକ୍ରମଣରୁସୁସ୍ଥହୋଇଥିବାଆକ୍ରାନ୍ତଙ୍କୁମିଶାଇସମ୍ପ୍ରତିଦେଶରେସମୁଦାୟସୁସ୍ଥତାସଂଖ୍ୟାହେଉଛି୪,୪୦,୨୪,୧୬୪।ସମ୍ପ୍ରତିଦେଶରେସୁସ୍ଥତାହାର୯୮.୭୩% ରହିଛି।
ଏହାଛଡ଼ା, ଦେଶରେସକ୍ରିୟଆକ୍ରାନ୍ତଙ୍କସଂଖ୍ୟା୩୮,୨୯୩ ଥିବାରେକର୍ଡକରାଯାଇଛି।ଏହାହେଉଛିଦେଶରସମୁଦାୟସଂକ୍ରମଣର୦.୦୯%।
/sambad/media/post_attachments/wp-content/uploads/2022/10/cvi.jpg)
ସ୍ୱାସ୍ଥ୍ୟମନ୍ତ୍ରାଳୟତଥ୍ୟଅନୁସାରେ, ଗତକାଲିସନ୍ଧ୍ୟା୬ଟାସୁଦ୍ଧାସମୁଦାୟ୨,୧୮,୬୮,୪୫,୮୪୭ହିତାଧିକାରୀଙ୍କୁଟିକାଦିଆଯାଇଛି।
‘ଆଇସିଏମ୍ଆର୍’ରିପୋର୍ଟଅନୁସାରେ, କୋଭିଡ୍-୧୯ନିଦାନଲାଗିଗତକାଲିସୁଦ୍ଧା ସମଗ୍ର ଦେଶରେ ସମୁଦାୟ ୮୯,୫୩,୪୯,୯୧୯ ନମୁନା ପରୀକ୍ଷାକରାଗଲାଣି। ଗତକାଲି ପରୀକ୍ଷା କରାଯାଇଛି ୨,୯୫,୪୧୬ଟିନମୁନା।