ନୂଆଦିଲ୍ଲୀ: ଗତକାଲି ଦେଶରେଦୈନିକ କରୋନାଭାଇରସ୍ସଂକ୍ରମଣ ସଂଖ୍ୟା ୧୦୦୦ ଉପରେ ଥିବାବେଳେ ଆଜି ୯୦୦ରୁ କିଛି କମ୍ ରହିଛି।
କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରାଳାୟତଥ୍ୟଅନୁସାରେ, ସୋମବାରସକାଳ୮ଟାସୁଦ୍ଧାସମଗ୍ରଦେଶରେ୨୪ଘଣ୍ଟାମଧ୍ୟରେ୮୬୧ କରୋନାଭାଇରସ୍ଜନିତନୂତନସଂକ୍ରମଣଓ୬ମୃତ୍ୟୁରେକର୍ଡକରାଯାଇଛି।
୨୪ଘଣ୍ଟାରେଚିହ୍ନଟହୋଇଥିବା୮୬୧ ନୂତନଆକ୍ରାନ୍ତଙ୍କୁମିଶାଇଦେଶରେସମୁଦାୟସଂକ୍ରମିତଙ୍କସଂଖ୍ୟା୪,୩୦,୩୬,୧୩୨ରେପହଞ୍ଚିଛି।
ଗତ୨୪ଘଣ୍ଟାରେହୋଇଥିବା୬ ମୃତ୍ୟୁକୁମିଶାଇଭାରତରେସମୁଦାୟକୋଭିଡ୍-୧୯ଜନିତମୃତ୍ୟୁସଂଖ୍ୟା୫,୨୧,୬୯୧ରେପହଞ୍ଚିଛି।
/sambad/media/post_attachments/wp-content/uploads/2022/04/cvii-9-1024x630.jpg) Image Courtesy of NDTV
 Image Courtesy of NDTVଗତ୨୪ଘଣ୍ଟାରେକୋଭିଡ୍-୧୯ସଂକ୍ରମଣରୁସୁସ୍ଥହୋଇଥିବା୯୨୯ଜଣଆକ୍ରାନ୍ତଙ୍କୁମିଶାଇସମ୍ପ୍ରତିଦେଶରେସମୁଦାୟସୁସ୍ଥତାସଂଖ୍ୟାହେଉଛି ୪,୨୫,୦୩,୩୮୩।
ଏହାଛଡ଼ା, ଏବେଦେଶରେସକ୍ରିୟଆକ୍ରାନ୍ତଙ୍କସଂଖ୍ୟାହେଉଛି୧୧୦୫୮।
/sambad/media/post_attachments/wp-content/uploads/2022/04/cvi-9.jpg) Image Courtesy of India TV News
 Image Courtesy of India TV Newsସ୍ୱାସ୍ଥ୍ୟମନ୍ତ୍ରାଳୟତଥ୍ୟଅନୁସାରେ, ଗତକାଲିସନ୍ଧ୍ୟା୬ଟାସୁଦ୍ଧାସମୁଦାୟ୧,୮୫,୭୪,୧୮,୮୨୭ ହିତାଧିକାରୀଙ୍କୁଟିକାଦିଆଯାଇଛି।
‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୭୯,୪୧,୧୮,୯୫୧ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୨,୭୧,୨୧୧ଟି ନମୁନା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Corona-in-India-on4th-April_Thumbnail.jpg)
