ନୂଆଦିଲ୍ଲୀ: ଗତକାଲି ଦେଶରେଦୈନିକ କରୋନାଭାଇରସ୍ସଂକ୍ରମଣ ସଂଖ୍ୟା ୧୦୦୦ ଉପରେ ଥିବାବେଳେ ଆଜି ୯୦୦ରୁ କିଛି କମ୍‌ ରହିଛି।

Advertisment

କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରାଳାୟତଥ୍ୟଅନୁସାରେ, ସୋମବାରସକାଳ୮ଟାସୁଦ୍ଧାସମଗ୍ରଦେଶରେ୨୪ଘଣ୍ଟାମଧ୍ୟରେ୮୬୧ କରୋନାଭାଇରସ୍ଜନିତନୂତନସଂକ୍ରମଣ୬ମୃତ୍ୟୁରେକର୍ଡକରାଯାଇଛି

୨୪ଘଣ୍ଟାରେଚିହ୍ନଟହୋଇଥିବା୮୬୧ ନୂତନଆକ୍ରାନ୍ତଙ୍କୁମିଶାଇଦେଶରେସମୁଦାୟସଂକ୍ରମିତଙ୍କସଂଖ୍ୟା୪,୩୦,୩୬,୧୩୨ରେପହଞ୍ଚିଛି

ଗତ୨୪ଘଣ୍ଟାରେହୋଇଥିବା୬ ମୃତ୍ୟୁକୁମିଶାଇଭାରତରେସମୁଦାୟକୋଭିଡ୍-୧୯ଜନିତମୃତ୍ୟୁସଂଖ୍ୟା,୨୧,୬୯୧ରେପହଞ୍ଚିଛି

publive-image Image Courtesy of NDTV

ଗତ୨୪ଘଣ୍ଟାରେକୋଭିଡ୍-୧୯ସଂକ୍ରମଣରୁସୁସ୍ଥହୋଇଥିବା୯୨୯ଜଣଆକ୍ରାନ୍ତଙ୍କୁମିଶାଇସମ୍ପ୍ରତିଦେଶରେସମୁଦାୟସୁସ୍ଥତାସଂଖ୍ୟାହେଉଛି ୪,୨୫,୦୩,୩୮୩

ଏହାଛଡ଼ା, ଏବେଦେଶରେସକ୍ରିୟଆକ୍ରାନ୍ତଙ୍କସଂଖ୍ୟାହେଉଛି୧୧୦୫୮

publive-image Image Courtesy of India TV News

ସ୍ୱାସ୍ଥ୍ୟମନ୍ତ୍ରାଳୟତଥ୍ୟଅନୁସାରେ, ଗତକାଲିସନ୍ଧ୍ୟା୬ଟାସୁଦ୍ଧାସମୁଦାୟ୧,୮୫,୭୪,୧୮,୮୨୭ ହିତାଧିକାରୀଙ୍କୁଟିକାଦିଆଯାଇଛି

‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୭୯,୪୧,୧୮,୯୫୧ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୨,୭୧,୨୧୧ଟି ନମୁନା।